Abhishek Porel: ଆଇପିଏଲ ଷ୍ଟାରଙ୍କ ବିରୋଧରେ ମହିଳା ଆଣିଲେ ସଙ୍ଗୀନ ଅଭିଯୋଗ

Aug 11, 2026 - 17:08
Abhishek Porel: ଆଇପିଏଲ ଷ୍ଟାରଙ୍କ ବିରୋଧରେ ମହିଳା ଆଣିଲେ ସଙ୍ଗୀନ ଅଭିଯୋଗ

"ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ)ରେ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଖେଳୁଥିବା ଜଣେ ଷ୍ଟାର ଭାରତୀୟ କ୍ରିକେଟଙ୍କୁ ପୁଲିସ ଗିରଫ କରିଛି।

ଗିରଫ ଖେଳାଳିଙ୍କ ନାମ ଅଭିଷେକ ପୋରେଲ।

ବିବାହ ପ୍ରତିଶ୍ରୁତି ଦେଇ ସେ ଜଣେ ମହିଳାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିବା ଅଭିଯୋଗ ହୋଇଛି।Advertisment ପୁଲିସ ଅଧିକାରୀ କୁନାର ଭୂଷଣ ସିଂହ କହିଛନ୍ତି ଯେ ପୋରେଲଙ୍କୁ ଗତକାଲି ବିଳମ୍ବିତ ରାତିରେ ଗିରଫ କରାଯାଇଛି ଏବଂ ଆଜି ତାଙ୍କୁ କୋର୍ଟରେ ହାଜର କରାଯିବ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।