Accident: ଦ୍ରୁତ ଗତି ହେଲା କାଳ, ଅଳ୍ପକେ ବର୍ତ୍ତିଲା ଯାତ୍ରୀଙ୍କ ଜୀବନ
"କଟକ: ଦ୍ରୁତ ଗତିରେ ଗାଡ଼ି ଚଳାଇବା ସହ ଓଭରଟେକ ଯୋଗୁଁ ଦୁର୍ଘଟଣାର ଶିକାର ହେଲା ବସ୍ | ରାସ୍ତାର ବ୍ୟାରିକେଡ଼ ଟପି ଚାଲିଗଲା ଦ୍ରୁତଗାମୀ ବସ | କଟକ-ଭୁବନେଶ୍ୱର ରାସ୍ତାର ଭାଣପୁରଠାରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି |Advertisment ଟ୍ରାଫିକ ସମସ୍ୟା ଉପୁଜିଥିଲା ମିଳିଥିବା ସୂଚନା ମୁତାବକ ସିଂହପୁରରୁ ଭୁବନେଶ୍ୱର ଯାଉଥିବା ଖଣ୍ଡେଇ ନାମକବସ ଆଜି ଭାରସାମ୍ୟ ହରାଇ ରାସ୍ତାର ଅନ୍ୟ ପାର୍ଶ୍ୱରୁ ଆସି ବ୍ୟାରିକେଡ଼ ଉପରେ ଚଢିଯାଇଥିଲା | ତେବେ ଦୁର୍ଘଟଣା ପରେ ଏହି ବସ ଜାତୀୟ ରାଜପଥ ଉପରେ ଥିବାରୁ ଟ୍ରାଫିକ ସମସ୍ୟା ଉପୁଜିଥିଲା | ବହୁ ସମୟ ଯାଏଁ ଭୁବନେଶ୍ୱରରୁ କଟକ ଯାଉଥିବା ଗାଡ଼ିଗୁଡିକ ଅଟକିଯାଇଥିଲା | Death: ଦାଦନ ଖଟିବାକୁ ଯାଇ ପୁଣି ଜଣେ ଯୁବ ଶ୍ରମିକଙ୍କ ମୃତ୍ୟୁ "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।