Accused Arrested in 14-Year-Old Girl Rape Case in Odisha's Angul

Oct 30, 2026 - 19:15
Accused Arrested in 14-Year-Old Girl Rape Case in Odisha's Angul

#ନାବାଳିକା_ଦୁଷ୍କର୍ମ #ବନ୍ଧାହେଲା_ଅଭିଯୁକ୍ତ
ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ ଘଟଣାରେ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ଅନୁଗୋଳ ଜିଲ୍ଲା ବାଗଡିଆ ଥାନା ଅଞ୍ଚଳରେ ୧୪ ବର୍ଷୀୟା ନାବାଳିକାଙ୍କୁ ଦୁଷ୍କର୍ମ ହୋଇଥିବା ଘଟଣାରେ ପୋଲିସ ଫେରାର ଅଭିଯୁକ୍ତକୁ ଗିରଫ କରିଛି । ଏ ନେଇ ପୋଲିସ ବାଗଡିଆ ଥାନାରେ ଏକ ମାମଲା ରୁଜୁ କରିଛି । ଗିରଫ ଯୁବକ ଜଣଙ୍କ ହେଲେ ରାହୁଲ ପୁଢ଼ । ସୂଚନା ଅନୁଯାୟୀ, ଗତ ୨୦ ତାରିଖ ଦିନ ଘରେ କେହି ନଥିବା ସମୟର ସୁଯୋଗ ନେଇ ସେହି ଗାଁର ଜଣେ ଯୁବକ ହାତ ଗୋଡ଼ ବାନ୍ଧି ନାବାଳିକାଙ୍କ ସହ ଦୁଷ୍କର୍ମ ହୋଇଥିବା ବାଗଡିଆ ଥାନାରେ ଅଭିଯୋଗ ହୋଇଥିଲା। ଏଥିସହିତ ଅଭିଯୁକ୍ତଙ୍କ ପରିବାର ପକ୍ଷରୁ ପୀଡିତାଙ୍କ ପରିବାରକୁ ଧମକ ଦିଆଯାଉଥିବା ନେଇ ମଧ୍ୟ ଅଭିଯୋଗ ହୋଇଛି। ଏନେଇ ପୀଡ଼ିତାଙ୍କ ପରିବାର ଗତ ୨୨ତାରିଖ ଦିନ ଥାନାରେ ଲିଖିତ ଅଭିଯୋଗ କରିବା ସହ ପୋଲିସ ମାମଲା ରୁଜୁ କରି ଘଟଣାର ଛାନଭିନ ଆରମ୍ଭ କରିଥିଲେ। ୧୦ ଦିନ ପରେ ଅଭିଯୁକ୍ତ ରାହୁଲ ପୁଢ଼କୁ ଦେବଗଡ଼ ଜିଲ୍ଲା ରିଆମାଳ ଥାନା ଅଞ୍ଚଳରେ ଥିବା ସମ୍ପର୍କୀୟଙ୍କ ଘରୁ ଗିରଫ କରିଛି। ଗିରଫ ପରେ ପୋଲିସ ଅଭିଯୁକ୍ତ ରାହୁଲକୁ ଛେଣ୍ଡିପଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣି ଘଟଣାର ଛାନଭିନ ଚଳାଇଛି।
#OTV#OdishaNews#Angul#CrimeNews#MinorGirlCase#PoliceArrest#OdishaPolice#CrimeInvestigation#BagadiaCase_Angul#MinorGirlCase_Odisha#AccusedArrested_Deogarh#OdishaTV

Police have arrested Rahul Pudha in connection with the alleged rape of a 14-year-old minor girl in the Bagadia police station area of Angul district. According to the complaint, the incident took place on the 20th when the accused allegedly took advantage of the absence of family members at the girl's house and assaulted her after tying her hands and legs.

The victim's family lodged a written complaint on the 22nd, following which police registered a case and launched an investigation. The family also alleged that they received threats from the accused's family. After remaining absconding for 10 days, Rahul Pudha was arrested from a relative's house in the Riamal police station area of Deogarh district. Police subsequently took him to Chhendipada Community Health Centre as part of the investigation.

For latest news updates follow us on WhatsApp: https://whatsapp.com/channel/0029VaYNIW78qIzrtKKZiD3M

OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.

Stay tuned for all the breaking news !

Visit Our Website https://odishatv.in/
News In Odia: http://otvkhabar.in/
Android App: https://bit.ly/OTVAndroidApp
iOS App: https://bit.ly/OTViOSApp
Watch Live: https://odishatv.in/live-tv
YouTube: https://goo.gl/Ehz6OP
Watch our latest news in English: https://bit.ly/3wTgKxc
Facebook: https://www.facebook.com/otvkhabar
OTV English Facebook : https://www.facebook.com/otvnews
Telegram @otvtelegram @otvkhabar
Twitter: https://twitter.com/otvnews
Instagram: https://www.instagram.com/otvnews/

#OdishaTV#OTV

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।