Actress Aradhana Sharma: 'ଛୁଇଁବାକୁ ଚେଷ୍ଟା କଲେ ଧକ୍କା ମାରି ଚାଲିଆସିଲି'
"ମନୋରଞ୍ଜନ ଦୁନିଆର କଳା ଏପିସୋଡ଼ କାଷ୍ଟିଂ କାଉଚକୁ ନେଇ ମଝିରେ ମଝିରେ ଖବର ଆସିଥାଏ।
ସିଏ ଓଲିଉଡ଼ ହେଉ କି ଟେଲି ଇଣ୍ଡଷ୍ଟ୍ରି।
ଏବେ ପୁଣି ଏହି ପ୍ରସଙ୍ଗକୁ ନେଇ ଚର୍ଚ୍ଚା ବଢ଼ିଛି।
ତାରକ ମେହତା କା ଓଲଟା ଚଷମାର ଅଭିନେତ୍ରୀ ଆରାଧନା ଶର୍ମାଙ୍କ ଏକ ପୁରୁଣା ବୟାନ ଏବେ ଭାଇରାଲ ହେଉଛି।
୨୦୨୧ରେ ଏକ ସାକ୍ଷାତକାର ସମୟରେ ଆରାଧନା ନିଜ ସହ ଘଟିଥିବା ଏକ ଅସହଜ ଅଭିଜ୍ଞତା ବିଷୟରେ କହିଛନ୍ତି।
ଯାହା କାଷ୍ଟିଙ୍ଗ କାଉଚର କଥାକୁ ଲୋକ ଲୋଚନକୁ ଆଣିଛି।Advertisment "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।