Alishan: ଆଲିଶାନର ‘ବିଗ୍ ବ୍ରାଣ୍ଡ୍‌’ ପୂଜା ଅଫର୍

Oct 17, 2026 - 01:02
Alishan: ଆଲିଶାନର ‘ବିଗ୍ ବ୍ରାଣ୍ଡ୍‌’ ପୂଜା ଅଫର୍

"ଭୁବନେଶ୍ୱର: ଦୁର୍ଗାପୂଜା ଉପଲକ୍ଷେ ଭୁବନେଶ୍ୱରସ୍ଥିତ ପୁରୁଷ ପୋଷାକର ପ୍ରସିଦ୍ଧ ସୋରୁମ୍ "ଆଲିଶାନ" ପକ୍ଷରୁ ଆରମ୍ଭ ହୋଇଛି "ବିଗ୍ ବ୍ରାଣ୍ଡ" ପୂଜା ଅଫର୍।

ଏହି ଅଫର୍‌ରେ ଆଲିଶାନରେ କଲର୍‌ପ୍ଲସ୍, ପାର୍କ ଆଭେନ୍ୟୁ, ପାର୍କସ୍, ଆଲେନ୍ ସୋଲି, ଭାନ୍ ହ୍ୟୁସେନ୍, ଲୁଇ ଫିଲିପ୍, ଲିଭାଇସ୍, ରେମଣ୍ଡ, ବ୍ଲାକ୍‌ବେରୀ, ୟୁଏସ୍ ପୋଲୋ, ଟର୍ଟଲ୍, ଆରୋ, ମୁଫତି, ବିଙ୍ଗ୍ ହ୍ୟୁମାନ୍, ସିଲିଓ, ରେୟାର ରାବିଟ୍‌ ଓ କିଲର୍ ଭଳି ଲୋକପ୍ରିୟ ବ୍ରାଣ୍ଡ୍‌ର ଫର୍ମାଲ୍, କାଜୁଆଲ୍ ଓ ପାର୍ଟି ପୋଷାକ ସହ ବିଭିନ୍ନ ପାରମ୍ପରିକ ଉତ୍ସବ ପୋଷାକ ଉପଲବ୍ଧ ରହିଛି।

Advertisment ବିଭିନ୍ନ ବ୍ରାଣ୍ଡ୍‌ର ପୋଷାକ କିଣିବା ଉପରେ ଉପହାର କୁପନ୍‌ର ସୁବିଧା ମଧ୍ୟ ରହିଛି।

୫,୦୦୦ ବର୍ଗଫୁଟ୍ ବିଶିଷ୍ଟ ଏହି ସୋରୁମ୍‌ରେ ଜାତୀୟ ଓ ଆନ୍ତର୍ଜାତୀୟ ବ୍ରାଣ୍ଡ୍‌ର ପୁରୁଷ ପୋଷାକ ମିଳୁଛି।

କାଜୁଆଲ୍ ପୋଷାକଠାରୁ ଆରମ୍ଭ କରି ପାରମ୍ପରିକ ପୋଷାକ, ଡିଜାଇନର୍ ପୋଷାକ, କୁର୍ତ୍ତା-ପାଇଜାମା, ଜିନ୍ସ, ଟି-ସାର୍ଟ, ସୁଟ୍, ସାର୍ଟ, ରେଡିମେଡ୍‌ ପୋଷାକ, ଜ୍ୟାକେଟ୍, ୱେଷ୍ଟକୋଟ୍ ଶୀତବସ୍ତ୍ର ଓ ବିବାହ ଭଳି ବିଶେଷ ମୁହୂର୍ତ୍ତ ନିମନ୍ତେ ଶେରୱାନି ସହ ମ୍ୟାଚ୍‌ କରୁଥିବା ଟ୍ରେଣ୍ଡି ଆସେସୋରିଜ୍‌ ମଧ୍ୟ ଏଠାରେ ଉପଲବ୍ଧ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।