Amit Shah Assures Central Assistance: ବାତ୍ୟା ଅର୍ଣ୍ଣବ ମାଡ଼ରେ ଓଡ଼ିଶା, ମୋହନ ମାଝୀଙ୍କ ସହ କଥା ହେଲେ ଅମିତ ଶାହ

Oct 29, 2026 - 21:33
Amit Shah Assures Central Assistance: ବାତ୍ୟା ଅର୍ଣ୍ଣବ ମାଡ଼ରେ ଓଡ଼ିଶା, ମୋହନ ମାଝୀଙ୍କ ସହ କଥା ହେଲେ ଅମିତ ଶାହ

ବାତ୍ୟା ଅର୍ଣ୍ଣବର ବିତ୍ପାତ ଭିତରେ ଓଡ଼ିଶାକୁ କେନ୍ଦ୍ରର ସହାୟତା ଭରସା।

ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ଫୋନ୍ ରେ କଥା ହୋଇଛନ୍ତି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ।

ବାତ୍ୟା ଓ ବନ୍ୟା ସ୍ଥିତି ସମ୍ପର୍କରେ ଆଲୋଚନା କରିବା ସହ ଓଡ଼ିଶାକୁ ସମସ୍ତ ପ୍ରକାର ସହାୟତା ଯୋଗାଇଦେବାକୁ ଭରସା ଦେଇଛନ୍ତି ଶାହ।

ବାତ୍ୟା ଓ ବନ୍ୟା ଯୋଗୁଁ ହୋଇଥିବା କ୍ଷୟକ୍ଷତିର ଆକଳନ ପାଇଁ ଖୁବଶୀଘ୍ର କେନ୍ଦ୍ରୀୟ ଟିମ୍ ପଠାଯିବ ବୋଲି ଶାହ କହିଛନ୍ତି।

କେବଳ ଓଡ଼ିଶା ନୁହେଁ, ଆନ୍ଧ୍ରପ୍ରଦେଶ, ପୁଡୁଚେରୀ ଓ ଛତିଶଗଡ଼ର ମୁଖ୍ୟମନ୍ତ୍ରୀଙ୍କ ସହ ମଧ୍ୟ କଥା ହୋଇଛନ୍ତି ସ୍ବରାଷ୍ଟ୍ର ମନ୍ତ୍ରୀ।

Advertisment

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।