Amit Shah's Odisha Visit Cancelled: ଅମିତ ଶାହଙ୍କ ଓଡ଼ିଶା ଗସ୍ତ ବାତିଲ, କାହିଁକି ଆସିବେନି ଗୃହମନ୍ତ୍ରୀ?
Jul 02, 2026 - 12:57
Amit Shah's Odisha Visit Cancelled: ଅମିତ ଶାହଙ୍କ ଓଡ଼ିଶା ଗସ୍ତ ବାତିଲ, କାହିଁକି ଆସିବେନି ଗୃହମନ୍ତ୍ରୀ?
କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କ ଓଡ଼ିଶା ଗସ୍ତ ବାତିଲ। ଏନେଇ ସୂଚନା ଦେଇଛନ୍ତି ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ। ଆସନ୍ତାକାଲି ଅମିତ ଶାହ ଓଡ଼ିଶା ଆସିବାର ଥିଲା।
Chinmayee Sahoo
02 Jul 2026 12:46 IST
/odishatv-khabar/media/media_files/2026/07/02/amit-shah-2026-07-02-12-45-48.jpg)
Amit Shah Photograph: (OTV)
କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କ ଓଡ଼ିଶା ଗସ୍ତ ବାତିଲ। ଏନେଇ ସୂଚନା ଦେଇଛନ୍ତି ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ। ଆସନ୍ତାକାଲି ଅମିତ ଶାହ ଓଡ଼ିଶା ଆସିବାର ଥିଲା। ୪ ତାରିଖରେ ବରଗଡ଼ରେ ଥିଲା କାର୍ଯ୍ୟକ୍ରମ। ଇଥାନଲ ପ୍ରକଳ୍ପ ସହିତ ଅନ୍ୟାନ୍ୟ ପ୍ରକଳ୍ପର ଲୋକାର୍ପଣ କରିଥାନ୍ତେ ଶାହ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।