Anant Ambani: ଅଲଗା ହୋଇଥିଲେ ପୁଣି ଏକାଠି ହେଲେ କେମିତି
"ଅମ୍ବାନୀ ପରିବାର ଦେଶର ଏକ ଚର୍ଚ୍ଚିତ ପରିବାର।
ଆଉ ଏହି ପରିବାରର ସାନପୁଅ ଅନନ୍ତ ଅମ୍ବାନୀଙ୍କ ଜୀବନସାଥୀ ହୋଇଛନ୍ତି ରାଧିକା ମର୍ଚାଣ୍ଟ।
ଦୁହିଁଙ୍କ ବିବାହକୁ ଦୁଇବର୍ଷ ହୋଇଗଲାଣି।
ହେଲେ ଦୁହିଁଙ୍କ ମଧ୍ୟରେ ପ୍ରେମ ଆଜିବି ବି କମିନି।
ଅନନ୍ତ ଆଉ ରାଧିକାଙ୍କ ବିବାହ ଯେତିକି ଚର୍ଚ୍ଚାରେ ଥିଲା ସେମାନଙ୍କ ପ୍ରେମ କାହାଣୀ ମଧ୍ୟ ସେତିକି ଚର୍ଚ୍ଚାରେ ରହିଛି ।
ତେବେ ଦୁହିଁଙ୍କ ସମ୍ପର୍କ କେବେ ଆରମ୍ଭ ହୋଇଥିଲା ?
ପିଲାଦିନର ବନ୍ଧୁତା କେବେ ପ୍ରେମର ରୂପ ନେଲା?
କିଏ ପ୍ରଥମେ କହିଥିଲା ନିଜ ମନର କଥା?
ଆସନ୍ତୁ ଜାଣିବା Advertisment "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।