Award: ଜେଏସ୍‌ଡବ୍ଲ୍ୟ ଷ୍ଟିଲ୍‌ ଅଧିକାରୀ ପୁରସ୍କୃତ

Sep 25, 2026 - 00:25
Award: ଜେଏସ୍‌ଡବ୍ଲ୍ୟ ଷ୍ଟିଲ୍‌ ଅଧିକାରୀ ପୁରସ୍କୃତ

"ଭୁବନେଶ୍ବର: ଜେଏସ୍‌ଡବ୍ଲ୍ୟୁ ଷ୍ଟିଲ୍‌ ଓଡ଼ିଶା ଖଣି ବିଭାଗର ବ୍ୟବସାୟ ମୁଖ୍ୟ ପ୍ରସନ୍ନ ପଣ୍ଡାଙ୍କୁ ଟାଇମ୍ସ ଆଇକନ୍ସ ଅଫ୍‌ ଓଡ଼ିଶା ୨୦୨୬ ସମାରୋହରେ "ଶିଳ୍ପ ନେତୃତ୍ବ ଓ ନିରନ୍ତର ବିକାଶ-ଇସ୍ପାତ କ୍ଷେତ୍ର" ପୁରସ୍କାର ପ୍ରଦାନ କରାଯାଇଛି।

ରାଜ୍ୟପାଳ ଡ.

ହରିବାବୁ କମ୍ଭମ୍‌ପାଟିଙ୍କଠାରୁ ସେ ପୁରସ୍କାର ଗ୍ରହଣ କରିଥିଲେ।

ଏହି ସମ୍ମାନ ଉତ୍କର୍ଷ, ନିରନ୍ତର ବିକାଶ ଓ ଦାୟିତ୍ବପୂର୍ଣ୍ଣ ବ୍ୟବସାୟିକ ଅଭ୍ୟାସକୁ ଆଗକୁ ନେବାରେ ଥିବା ତାଙ୍କ ନେତୃତ୍ବ ପ୍ରତି ସ୍ବୀକୃତି।

Advertisment "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।