B-Tech Student Killed in Car-Bike Crash in Gajapati, Another Student Critical
#କାର୍_ଧକ୍କାରେ_ଚାଲିଗଲା_ଛାତ୍ରଙ୍କ_ଜୀବନ
କାର୍ ଧକ୍କାରେ ଚାଲିଗଲା ବି-ଟେକ୍ ଛାତ୍ରଙ୍କ ଜୀବନ, ଆଉ ଜଣେ ଛାତ୍ର ଗୁରୁତର। ଗଜପତି ଜିଲ୍ଲା ମୋହନା ଥାନା ଚନ୍ଦ୍ରଗିରି ଆଦର୍ଶ ବିଦ୍ୟାଳୟ ନିକଟରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା । ମୃତକ ହେଲେ ବ୍ରହ୍ମପୁର ପାରଳା ମହାରାଜା ଇଞ୍ଜିନିୟରିଂ କଲେଜର ଛାତ୍ର ସତ୍ୟବ୍ରତ ଓମ୍ ପ୍ରକାଶ । ସୂଚନା ଅନୁସାରେ, ବ୍ରହ୍ମପୁରରୁ ୧୨ ଜଣ ଛାତ୍ର ବାଇକ୍ ରେ ଚନ୍ଦ୍ରଗିରି ବୁଲିବାକୁ ଯାଇଥିଲେ । ଫେରିବା ବେଳେ ଚନ୍ଦ୍ରଗିରି ଆଦର୍ଶ ବିଦ୍ୟାଳୟ ନିକଟରେ ସାମ୍ନାପଟୁ ଆସୁଥିବା କାର୍ ସହ ଭୟଙ୍କର ଦୁର୍ଘଟଣା ହୋଇଥିଲା । ଘଟଣାସ୍ଥଳରୁ ଦୁଇ ଛାତ୍ରଙ୍କୁ ଉଦ୍ଧାର କରି ମେଡିକାଲ ନିଆଯାଇଥିଲା । ସେଠାରେ ସତ୍ୟବ୍ରତ ଓମ୍ ପ୍ରକାଶଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର । ଗୁରୁତର ସୋମ ଶୁଭ୍ରାଂଶୁଙ୍କୁ ବ୍ରହ୍ମପୁର ଏମ୍ କେସିଜିକୁ ସ୍ଥାନାନ୍ତର କରାଯାଇଛି । ଘଟଣାରେ କାର୍ ଚାଳକ ମଧ୍ୟ ଆହତ ହୋଇଥିବା ବେଳେ ପୋଲିସ ତଦନ୍ତ ଜାରି ରହିଛି ।
#Gajapati#Chandragiri#RoadAccident#BTechStudent#CarBikeAccident#Mohana#MKCG#OdishaNews#AccidentNews#OdishaTV#OTV
A B-Tech student was killed and another seriously injured after their bike collided with a car near Chandragiri Adarsha Vidyalaya under Mohana police limits in Gajapati district. The deceased has been identified as Satyabrat Om Prakash, a student of Parala Maharaja Engineering College in Berhampur. A group of 12 students had reportedly travelled from Berhampur to Chandragiri on bikes and were returning when the accident occurred. Both injured students were rescued and taken to hospital, where doctors declared Satyabrat dead. Seriously injured Som Subhranshu was shifted to MKCG Medical College and Hospital in Berhampur. The car driver was also injured, and police are investigating the incident.
For latest news updates follow us on WhatsApp: https://whatsapp.com/channel/0029VaYNIW78qIzrtKKZiD3M
OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website https://odishatv.in/
News In Odia: http://otvkhabar.in/
Android App: https://bit.ly/OTVAndroidApp
iOS App: https://bit.ly/OTViOSApp
Watch Live: https://odishatv.in/live-tv
YouTube: https://goo.gl/Ehz6OP
Watch our latest news in English: https://bit.ly/3wTgKxc
Facebook: https://www.facebook.com/otvkhabar
OTV English Facebook : https://www.facebook.com/otvnews
Telegram @otvtelegram @otvkhabar
Twitter: https://twitter.com/otvnews
Instagram: https://www.instagram.com/otvnews/
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।