UPI MDR Row: Traders Protest Over Charges, ‘No UPI Day’ Observed in Some Places

Oct 02, 2026 - 22:21
UPI MDR Row: Traders Protest Over Charges, ‘No UPI Day’ Observed in Some Places

#ଲାଗିନି_MDR #ବଢୁଛି_UPI_ଟେନସନ୍
UPI ପେମେଣ୍ଟରେ ମର୍ଚ୍ଚାଣ୍ଟ ଡିସ୍କାଉଣ୍ଟ ରେଟ୍ ବା MDR ସମ୍ପର୍କରେ ସରକାରୀ ସ୍ପଷ୍ଟୀକରଣ ସତ୍ତ୍ବେ ବ୍ୟବସାୟୀଙ୍କ ଥମୁନି ଅସନ୍ତୋଷ। କେଉଁଠି ବିଦ୍ରୋହ ତ କେଉଁଠି QR କୋଡ୍ ହଟାଇ ଅନଲାଇନ କାରବାର ବନ୍ଦ। ଧାର୍ଯ୍ୟ ନିଷ୍ପତ୍ତି ମୁତାବକ ଆଜି NO UPI DAY ଘୋଷଣା କରି କିଛି ସ୍ଥାନରେ ଗର୍ଜିଛନ୍ତି ଦୋକାନୀ। ବ୍ୟବସାୟୀଙ୍କ କହିବା କଥା, କଥା ୧୦ ବର୍ଷ ଧରି ସହର ଏବଂ ଗ୍ରାମାଞ୍ଚଳର ଖୁଚୁରା ବ୍ୟବସାୟୀ UPI ଦ୍ବାରା କାରବାର କରୁଛନ୍ତି। କିନ୍ତୁ ନୂଆ ନିଷ୍ପତ୍ତି ଅନୁଯାୟୀ, ଆଗକୁ ୨ ହଜାର ଟଙ୍କାରୁ ଅଧିକ UPI କାରବାର କଲେ ବ୍ୟବସାୟୀଙ୍କୁ ଶୁଳ୍କ ଦ୍ବାରା ଖୁଚୁରା ବ୍ୟବସାୟୀ କ୍ଷତି ସହିବେ। ଆଶଙ୍କା ପ୍ରକାଶ କରିଛନ୍ତି, ଆଗକୁ ଏହି ଶୁଳ୍କ ବି ବଢିପାରେ। ତେଣୁ MDR ପ୍ରତ୍ୟାହାର ନକଲେ ଆଗକୁ ଆନ୍ଦୋଳନ ଜୋରଦାର ହେବ ବୋଲି ଚେତାବନୀ ଦେଇଛି ବ୍ୟବସାୟୀ ସଂଘ। ସେପଟେ ନାକେଦମ୍ ହୋଇଛନ୍ତି ଗ୍ରାହକ। ଏଭଳି ସ୍ଥିତିରେ ଗତ ସେପଟେମ୍ବରରେ ଦେଶବ୍ୟାପି UPI କାରବାର ପ୍ରାୟ ୨ % ଖସିଥିବାରୁ ଆଗକୁ ଆହୁରି ପ୍ରଭାବିତ ହେବା ନେଇ ଆଶଙ୍କା ବଢିଛି।
#UPIMDR#NoUPIDay#UPICharges#DigitalPayments#UPIIndia#MerchantProtest#MDRRow#DigitalIndia#UPINews#IndiaNews#OdishaTV#OTV

Despite the government’s clarification on Merchant Discount Rate (MDR) for UPI payments, sections of the trading community continue to oppose the proposed charges. Some traders have removed QR codes and stopped accepting online payments, while protests under the banner of ‘No UPI Day’ were reported in some places on October 2. Under the new framework, a 0.4% MDR will apply from October 15 to specified merchant UPI transactions above ₹2,000, while payments up to ₹2,000 and transactions covered under the zero-MDR framework for small merchants will remain free. The government has clarified that consumers will not be charged directly and that about 96% of P2M transactions will remain unaffected.

For latest news updates follow us on WhatsApp: https://whatsapp.com/channel/0029VaYNIW78qIzrtKKZiD3M

OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.

Stay tuned for all the breaking news !

Visit Our Website https://odishatv.in/
News In Odia: http://otvkhabar.in/
Android App: https://bit.ly/OTVAndroidApp
iOS App: https://bit.ly/OTViOSApp
Watch Live: https://odishatv.in/live-tv
YouTube: https://goo.gl/Ehz6OP
Watch our latest news in English: https://bit.ly/3wTgKxc
Facebook: https://www.facebook.com/otvkhabar
OTV English Facebook : https://www.facebook.com/otvnews
Telegram @otvtelegram @otvkhabar
Twitter: https://twitter.com/otvnews
Instagram: https://www.instagram.com/otvnews/

#OdishaTV#OTV

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।