Badagada Netaji Yubak Sangha Celebrates Golden Jubilee: ସୁନା ଓ ଚାନ୍ଦିରେ ଝଲସୁଛନ୍ତି ହରପାର୍ବତୀ, ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼

Oct 19, 2026 - 22:08

୫୦ବର୍ଷ ସୁବର୍ଣ୍ଣଜୟନ୍ତୀରେ ଭୁବନେଶ୍ୱର ବଡ଼ଗଡ଼ ନେତାଜୀ ଯୁବକ ସଂଘର ହର ପାର୍ବତୀ ପୂଜା। ଚଳିତ ବର୍ଷ ଜଳନ୍ଧର ଵଧ କରି ପୂଜା ପାଉଛନ୍ତି ହର ପାର୍ବତୀ। ସୁନା ଚାନ୍ଦିରେ ହର ପାର୍ବତୀ ସମେତ ପାର୍ଶ୍ୱ ଦେବାଦେବୀ।

author-image
Manoj Kumar Rout
19 Oct 2026 21:48 IST