Baijayant Panda Visits Rajnagar, Discusses Environment Protection and Livelihoods

Oct 02, 2026 - 20:13
Baijayant Panda Visits Rajnagar, Discusses Environment Protection and Livelihoods

#ରାଜନଗର_ଗସ୍ତରେ_ବୈଜୟନ୍ତ
ରାଜନଗର ଗସ୍ତରେ କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା । ଆଜି ରାଜନଗର ବ୍ଲକରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି କେନ୍ଦ୍ରାପଡ଼ା ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା । ଡାଙ୍ଗମାଳ ନାଗାନାରାୟଣ ହାଇସ୍କୁଲ ପଡ଼ିଆରେ ଆୟୋଜିତ ୭୨ତମ ମଣ୍ଡଳସ୍ତରୀୟ ବନ୍ୟପ୍ରାଣୀ ସପ୍ତାହ କାର୍ଯ୍ୟକ୍ରମରେ ଯୋଗ ଦେଇ ପରିବେଶ ସୁରକ୍ଷା, ପ୍ଲାଷ୍ଟିକ ବ୍ୟବହାର ବନ୍ଦ ଏବଂ ସ୍ଥାନୀୟ ଲୋକଙ୍କ ଜୀବିକା ନେଇ ଆଲୋଚନା କରିଥିଲେ। ଭିତରକନିକାରେ ବିକାଶମୂଳକ କାର୍ଯ୍ୟ ତ୍ୱରାନ୍ୱିତ କରିବା ସହ ବନ୍ୟଜନ୍ତୁଙ୍କ ଆକ୍ରମଣରୁ ସୁରକ୍ଷିତ ରହିବା ପାଇଁ ସଚେତନ ହେବାକୁ ଲୋକଙ୍କୁ ପରାମର୍ଶ ଦେଇଥିଲେ। ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀଙ୍କ ପରିବେଶ ସଚେତନତା ପ୍ରକଳ୍ପ ବୁଲି ଦେଖିବା ସହ ସେମାନଙ୍କ ସହ ଆଲୋଚନା କରିଥିଲେ। ପରେ ଡାଙ୍ଗମାଳ ମା' ଜୟଦୁର୍ଗା ମନ୍ଦିର ପରିସରରେ ‘ସେବା ସଂକଳ୍ପ’ କାର୍ଯ୍ୟକ୍ରମରେ ଯୋଗ ଦେଇ ସଫେଇ କରିଥିଲେ। କାର୍ଯ୍ୟକ୍ରମରେ କେନ୍ଦ୍ରାପଡ଼ା ଜିଲ୍ଲା ବିଜେପି ସଭାପତି ଶଶାଙ୍କ ଶେଖର ସେଠୀ ଓ ରାଜନଗର ବିଜେପି ନେତା ଲଳିତ କୁମାର ବେହେରା ଉପସ୍ଥିତ ଥିଲେ।
#BaijayantPanda#Rajnagar#Bhitarkanika#WildlifeWeek#Kendrapara#EnvironmentProtection#SevaSankalp#OdishaPolitics#OdishaNews#OdishaTV#OTV

Kendrapara MP and BJP National Vice-President Baijayant Panda visited Rajnagar block and attended various programmes on October 2. At the 72nd Mandal-level Wildlife Week programme held at the Dangamal Naganarayan High School ground, he discussed environmental protection, stopping plastic use and the livelihoods of local people. He also advised people to stay alert for their safety from wildlife attacks while calling for development works in Bhitarkanika to be expedited. Panda visited environmental awareness projects by students of different schools and interacted with them. Later, he participated in the ‘Seva Sankalp’ programme at the Maa Jayadurga Temple premises in Dangamal and joined a cleanliness drive. Kendrapara BJP district president Shashank Shekhar Sethi and Rajnagar BJP leader Lalit Kumar Behera were also present.

For latest news updates follow us on WhatsApp: https://whatsapp.com/channel/0029VaYNIW78qIzrtKKZiD3M

OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.

Stay tuned for all the breaking news !

Visit Our Website https://odishatv.in/
News In Odia: http://otvkhabar.in/
Android App: https://bit.ly/OTVAndroidApp
iOS App: https://bit.ly/OTViOSApp
Watch Live: https://odishatv.in/live-tv
YouTube: https://goo.gl/Ehz6OP
Watch our latest news in English: https://bit.ly/3wTgKxc
Facebook: https://www.facebook.com/otvkhabar
OTV English Facebook : https://www.facebook.com/otvnews
Telegram @otvtelegram @otvkhabar
Twitter: https://twitter.com/otvnews
Instagram: https://www.instagram.com/otvnews/

#OdishaTV#OTV

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।