Balianta Murder: Youth Dies After Brutal Beating, Family Questions Police Failure
Balianta Murder: Youth Dies After Brutal Beating, Family Questions Police Failure
ବାଲିଅନ୍ତା ପୁଣି ସୌମ୍ୟ ହତ୍ୟା ଘଟଣାର ପୁନରାବୃତ୍ତି, ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ପୁଣି ଯୁବକଙ୍କୁ ପିଟି ପିଟି ମାରିଦେଲେ । ରାଜଧାନୀ ଉପକଣ୍ଠ ବାଲିଅନ୍ତା ଥାନା ଅନ୍ତର୍ଗତ ପାଟଣା ଗାଁରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରାଯାଇଥିବା ଭଳି ସଙ୍ଗୀନ ଅଭିଯୋଗ ଆସିଛି।ତେବେ ସ୍ଥାନୀୟ ଲୋକେ ଓ ପରିବାର ଜନ ଏନେଇ ବାଲିଅନ୍ତା ପୋଲିସର ଅପାରଗତା ଉପରେ ପ୍ରଶ୍ନ ଉଠାଇଛନ୍ତ କାହିଁକି ବାଲିଅନ୍ତାରେ ଏଭଳି ଘଟଣା ବାରମ୍ବାର ହେଉଛି ।
#BaliantaMurder_Bhubaneswar
#SmrutiRanjanMartha
#OdishaCrime_Balianta
#BhubaneswarCrimeNews
#BrutalAssault
#PreviousEnmity
#PoliceInvestigation
#PoliceAccountability
For latest news updates follow us on WhatsApp: https://whatsapp.com/channel/0029VaYNIW78qIzrtKKZiD3M
OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website https://odishatv.in/
News In Odia: http://otvkhabar.in/
Android App: https://bit.ly/OTVAndroidApp
iOS App: https://bit.ly/OTViOSApp
Watch Live: https://odishatv.in/live-tv
YouTube: https://goo.gl/Ehz6OP
Watch our latest news in English: https://bit.ly/3wTgKxc
Facebook: https://www.facebook.com/otvkhabar
OTV English Facebook : https://www.facebook.com/otvnews
Telegram @otvtelegram @otvkhabar
Twitter: https://twitter.com/otvnews
Instagram: https://www.instagram.com/otvnews/
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।