Bank Employees Go on Strike Today: ଆସନ୍ତା ୫ ଦିନ ଯାଏଁ ବ୍ୟାଙ୍କ ବନ୍ଦ, ୪ ଦଫା ଦାବି ନେଇ ବ୍ୟାଙ୍କ ଧର୍ମଘଟ
ଆଜି ବ୍ୟାଙ୍କ ଧର୍ମଘଟ। ୪ ଦଫା ଦାବି ନେଇ ଧର୍ମଘଟକୁ ଓହ୍ଲାଇଛି ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିୟନ୍। ସପ୍ତାହରେ ୫ ଦିନ ୱାର୍କିଂ ଡେ ବ୍ୟବସ୍ଥା, ପିଏଲ୍ ଆଇ, ପେନସନ ଅପଡେସନ୍ ଏବଂ ପେନସନଭୋଗୀଙ୍କ ପାଇଁ ମେଡିକାଲ ଇନ୍ ସ୍ୟୁରାନ୍ସ ଭଳି ପ୍ରମୁଖ ଦାବି ରହିଛି।
ଆଜି ବ୍ୟାଙ୍କ ଧର୍ମଘଟ ହୋଇଥିବା ବେଳେ ୧୨ ତାରିଖ ଦ୍ୱିତୀୟ ଶନିବାର ଏବଂ ୧୩ ତାରିଖ ରବିବାର ଥିବାରୁ ବ୍ୟାଙ୍କ ସ୍ୱାଭାବିକ ଭାବେ ବନ୍ଦ ରହିବ । ଏହା ପରେ ୧୪ ତାରିଖ ସୋମବାର ଗଣେଶ ପୂଜା ଏବଂ ୧୫ ତାରିଖ ମଙ୍ଗଳବାର ପଶ୍ଚିମ ଓଡ଼ିଶାର ଗଣପର୍ବ ‘ନୂଆଖାଇ’ ପାଇଁ ସରକାରୀ ଛୁଟି ରହିଛି । ଏହାପରେ ୧୬ ତାରିଖ ବ୍ୟାଙ୍କଗୁଡ଼ିକ ପୁଣି ସ୍ୱାଭାବିକ ଭାବେ ଖୋଲିବ।
ଆଜି ବ୍ୟାଙ୍କ ଧର୍ମଘଟ
ଆସନ୍ତା ୫ ଦିନ ଯାଏଁ ବ୍ୟାଙ୍କ ବନ୍ଦ
୪ ଦଫା ଦାବି ନେଇ ବ୍ୟାଙ୍କ ଧର୍ମଘଟ
ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିୟନ୍ ପକ୍ଷରୁ ଧର୍ମଘଟ
ସପ୍ତାହରେ ୫ଦିନିଆ କାର୍ଯ୍ୟ ସମେତ ୩ ଦଫା ଦାବିରେ ଧର୍ମଘଟ
ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକରେ ମୁଖ୍ୟତଃ ୪ ଦିନ ସେବା ପ୍ରଭାବିତ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।