STF Action in Orangutan Case: ଓରାଙ୍ଗଉଟାନ ଉଦ୍ଧାର ଘଟଣାରେ ୩ଜଣଙ୍କୁ ଉଠାଇ ନେଲା STF, ଚର୍ଚ୍ଚାରେ କଳାରଙ୍ଗର ଗାଡ଼ି
ଓରାଙ୍ଗଉଟାନ ଉଦ୍ଧାର ଘଟଣାରେ ବଢ଼ିଲା ଖୋଳତାଡ଼। ୫ ଓରାଙ୍ଗଉଟାନ ଉଦ୍ଧାର ଘଟଣାରେ ୩ ଜଣଙ୍କୁ ଉଠାଇ ଆଣି STFର ପଚରାଉଚରା। ପଶ୍ଚିମବଙ୍ଗ ଦୀଘାର ଏକ ଘରୋଇ ହୋଟେଲରୁ ୩ ଜଣଙ୍କୁ ଉଠାଇ ଆଣିଛି STF। ଅଟକ ୩ ଜଣଙ୍କୁ ଘନଘନ ପଚରାଉଚରା କରି ଘଟଣାର ଗୁମର ଖୋଲିବାକୁ ଚାଲିଛି ତଦନ୍ତ।
ତେବେ ହୋଟେଲ ମାଲିକଙ୍କ ପାଖରେ ଥିବା କଳାରଙ୍ଗର ଦାମୀ ଗାଡ଼ିକୁ ନେଇ ମଧ୍ୟ ଉଠିଛି ପ୍ରଶ୍ନ। ଓରାଙ୍ଗଉଟାନଙ୍କୁ କେଉଁଠୁ, କେଉଁ ରୁଟ୍ ରେ ଏବଂ କିଏ ଆଣିଥିଲା, ସେନେଇ ତଦନ୍ତ ଆଗକୁ ବଢ଼ାଉଛି STF।
ଓରାଙ୍ଗଉଟାନ ଉଦ୍ଧାର: ୩ ଜଣଙ୍କୁ ପଚରାଉଚରା
ଓରାଙ୍ଗଉଟାନ ଉଦ୍ଧାର ଘଟଣାରେ ୩ଜଣଙ୍କୁ ଉଠାଇ ନେଲା STF
୩ ଜଣଙ୍କୁ ଉଠାଇ ନେଇ STFର ପଚରାଉଚରା
ପଶ୍ଚିମବଙ୍ଗ ଦୀଘାର ଏକ ଘରୋଇ ହୋଟେଲରୁ ୩ ଜଣଙ୍କୁ ଉଠାଇଲା STF
ଘରୋଇ ହୋଟେଲ୍ ମାଲିକଙ୍କ ରହିଛି କଳାରଙ୍ଗର ଦାମୀ ଗାଡ଼ି
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।