Banks Open Today Despite Sunday; 3-Day Strike From September 28
#ଧର୍ମଘଟ_ପୂର୍ବରୁ_ଖୋଲିଲା_ବ୍ୟାଙ୍କ
ଆଜି ରବିବାରରେ ବ୍ୟାଙ୍କ ଖୋଲା। ଦେଶର ସମସ୍ତ ବ୍ୟାଙ୍କ ଖୋଲା ରହିଛି। କାଲିଠୁ ୩ ଦିନିଆ ବ୍ୟାଙ୍କ ଧର୍ମଘଟ ପାଇଁ ଆଜି ବ୍ୟାଙ୍କ ଖୋଲା ରଖିବାକୁ ନିଷ୍ପତ୍ତି ହୋଇଛି। ଗ୍ରାହକଙ୍କ ସୁବିଧା ପାଇଁ ରବିବାର ବ୍ୟାଙ୍କ ଖୋଲା ରହିଛି। ସପ୍ତାହକୁ ୨ ଦିନ ଛୁଟି ଦାବିରେ ୨୮ରୁ ୩ ଦିନିଆ ବ୍ୟାଙ୍କ ଧର୍ମଘଟ ଡାକରା ଦେଇଛି ସଂଘ। ଆସନ୍ତା ସପ୍ତାହରେ ପାଖାପାଖି ୩ ଦିନ ଧର୍ମଘଟକୁ ମିଶାଇ ୪ ଦିନ ବ୍ୟାଙ୍କ ବନ୍ଦ ରହିବ। ଏହାକୁ ଦୃଷ୍ଟିରେ ରଖି ରବିବାର ବ୍ୟାଙ୍କ ଖୋଲା ରଖିବାକୁ ନିଷ୍ପତ୍ତି ନେଇଛି ଭାରତୀୟ ରିଜର୍ଭ ବ୍ୟାଙ୍କ।
Banks across India are open today, Sunday, to provide convenience to customers ahead of the proposed three-day bank strike from September 28 to 30. Bank employees’ unions have called the strike demanding two weekly holidays. With the fourth Saturday holiday on September 26, the three-day strike and the Gandhi Jayanti holiday on October 2, banking services could remain disrupted for several days.
#BankHoliday#BankStrike#BanksOpen#BankNews#RBI#BankEmployees#FiveDayWeek#IndiaNews#BreakingNews#OdishaNews#OdishaTV#OTV
For latest news updates follow us on WhatsApp: https://whatsapp.com/channel/0029VaYNIW78qIzrtKKZiD3M
OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website https://odishatv.in/
News In Odia: http://otvkhabar.in/
Android App: https://bit.ly/OTVAndroidApp
iOS App: https://bit.ly/OTViOSApp
Watch Live: https://odishatv.in/live-tv
YouTube: https://goo.gl/Ehz6OP
Watch our latest news in English: https://bit.ly/3wTgKxc
Facebook: https://www.facebook.com/otvkhabar
OTV English Facebook : https://www.facebook.com/otvnews
Telegram @otvtelegram @otvkhabar
Twitter: https://twitter.com/otvnews
Instagram: https://www.instagram.com/otvnews/
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।