Bhubaneswar Mayor Sulochana Das Reviews Puja Arrangements, Hygiene and Devotee Safety
#ପୂଜା_ମଣ୍ଡପ_ବୁଲିଲେ_ମେୟର
ଭୁବନେଶ୍ୱରରେ ପୂଜା ମଣ୍ଡପ ବୁଲୁଛନ୍ତି ମେୟର ସୁଲୋଚନା ଦାସ। ସହରର ପ୍ରମୁଖ ପୂଜା ମଣ୍ଡପଠାରୁ ଆରମ୍ଭ କରି ଉପକଣ୍ଠର ବିଭିନ୍ନ ମଣ୍ଡପ ବୁଲି ମା’ଙ୍କ ଦର୍ଶନ କରିବା ସହ ଆଶୀର୍ବାଦ ନେଇଛନ୍ତି। ଏଥିସହ ପୂଜା ପରିଚାଳନା, ପରିମଳ ଓ ଶ୍ରଦ୍ଧାଳୁଙ୍କ ସୁରକ୍ଷା ବ୍ୟବସ୍ଥାର ମଧ୍ୟ ସମୀକ୍ଷା କରିଛନ୍ତି। ପୂଜା ମଣ୍ଡପରେ ପ୍ଲାଷ୍ଟିକ୍ ବ୍ୟବହାର ଉପରେ କଟକଣା ଲଗାଯାଇଛି। ମଣ୍ଡପ ନିକଟରେ ଥିବା ଫୁଡ୍ ଷ୍ଟଲ୍ ଗୁଡ଼ିକରେ ପ୍ରତିଦିନ ଯାଞ୍ଚ କରୁଛି ସ୍ୱତନ୍ତ୍ର ଟିମ୍। ସେପଟେ ମା’ଙ୍କ ମୂର୍ତ୍ତି ବିସର୍ଜନ ପାଇଁ କୁଆଖାଇ, ଦୟା ଓ ଭାର୍ଗବୀ ନଦୀରେ ଖୋଳାଯାଇଛି ଅସ୍ଥାୟୀ ପୋଖରୀ। ବିସର୍ଜନ ସ୍ଥଳରେ ଆଲୋକୀକରଣ ସହ ଶ୍ରଦ୍ଧାଳୁଙ୍କ ସୁରକ୍ଷାକୁ ଦିଆଯାଇଛି ଗୁରୁତ୍ୱ। ପୂଜାକୁ ସ୍ୱଚ୍ଛ, ସୁରକ୍ଷିତ ଓ ପରିବେଶ ଅନୁକୂଳ କରିବା ପାଇଁ ବିଏମ୍ ସି ପକ୍ଷରୁ ଏହି ସବୁ ପଦକ୍ଷେପ ନିଆଯାଇଛି। ଏନେଇ ବିଏମସି ମେୟରଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ ସିନିୟର ରିପୋର୍ଟର ଅରୁଣ ସାହୁ...
#SulochanaDas#Bhubaneswar#BMCOdisha#DurgaPuja#PujaManagement#PujaPandal#CleanPuja#EcoFriendlyDurgaPuja#IdolImmersion#KuakhaiRiver#DayaRiver#OdishaTV#OTV
Bhubaneswar Mayor Sulochana Das visited major Durga Puja pandals across the city and its outskirts, offering prayers and seeking the blessings of Maa Durga. During her visits, she reviewed puja management, sanitation and safety arrangements for devotees.
The Bhubaneswar Municipal Corporation (BMC) has imposed restrictions on plastic use at puja pandals. Special teams are conducting daily inspections of food stalls near the pandals to ensure proper checks and hygiene.
Temporary ponds have been dug along the Kuakhai, Daya and Bhargavi rivers for the immersion of Maa Durga's idols. Lighting arrangements and devotee safety have been given priority at the immersion sites. The BMC has undertaken these measures to ensure clean, safe and environmentally friendly celebrations. Senior reporter Arun Sahu spoke to the BMC Mayor about the arrangements.
For latest news updates follow us on WhatsApp: https://whatsapp.com/channel/0029VaYNIW78qIzrtKKZiD3M
OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website https://odishatv.in/
News In Odia: http://otvkhabar.in/
Android App: https://bit.ly/OTVAndroidApp
iOS App: https://bit.ly/OTViOSApp
Watch Live: https://odishatv.in/live-tv
YouTube: https://goo.gl/Ehz6OP
Watch our latest news in English: https://bit.ly/3wTgKxc
Facebook: https://www.facebook.com/otvkhabar
OTV English Facebook : https://www.facebook.com/otvnews
Telegram @otvtelegram @otvkhabar
Twitter: https://twitter.com/otvnews
Instagram: https://www.instagram.com/otvnews/
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।