BJD Media Team Meets Naveen Patnaik, Plans Stronger Outreach Against BJP Government
#ବିଜେପି_ସରକାର_ବିରୋଧରେ_ବର୍ଷିବ_ବିଜେଡି
କ୍ଷମତାରେ ଥିବା ବିଜେପି ସରକାର ବିରୋଧରେ ଗଣମାଧ୍ୟମ ଜରିଆରେ ଜନ ଆନ୍ଦୋଳନ ତିଆରି କରିବାକୁ ବିଜେଡିରୁ ପ୍ରସ୍ତୁତି। ଏ ନେଇ ଆଜି ନବୀନ ନିବାସରେ ବିଜୁ ଜନତା ଦଳ ନେତାଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ । ବିଜେଡିର ନବ ନିଯୁକ୍ତ ମିଡିଆ କୋ ଅର୍ଡିନେଟର, ସୋସିଆଲ ମିଡିଆ ତଥା ଆଇଟି ଟିମର ସଦସ୍ୟମାନେ ନବୀନ ନିବାସ ଆସି ଦଳୀୟ ସଭାପତିଙ୍କୁ ଭେଟି ଆଲୋଚନା କରିଛନ୍ତି । ଗଣମାଧ୍ୟମ ଓ ସୋସିଆଲ ମିଡ଼ିଆ ଜରିଆରେ ବିଜେପି ସରକାର ବିରୋଧୀ ବାର୍ତ୍ତାକୁ ଓଡିଶାବାସୀଙ୍କ ପାଖରେ କିଭଳି ପହଞ୍ଚା ଯାଇ ପାରିବ, ନେଇ ନବୀନ ପଟ୍ଟନାୟକ ଏହି ବୈଠକରେ ନିର୍ଦ୍ଦେଶ ଦେଇଛନ୍ତି ବୋଲି କହିଛନ୍ତି ବିଜେଡିର ବରିଷ୍ଠ ନେତା ଅରୁଣ ସାହୁ ।
#BJD#NaveenPatnaik#BJDMediaCell#OdishaPolitics#BJPGovernment#ArunSahu#SocialMedia#PoliticalNews#OdishaNews#NaveenNiwas#OdishaTV#OTV
The Biju Janata Dal’s newly constituted media, social media and IT teams met party president Naveen Patnaik at Naveen Niwas on Saturday. The meeting focused on strengthening the party’s communication through electronic, print and social media and taking up issues concerning Odisha with the public. Senior BJD leader Arun Sahu said Naveen Patnaik discussed how the party’s views on the functioning of the BJP government should be communicated to people.
For latest news updates follow us on WhatsApp: https://whatsapp.com/channel/0029VaYNIW78qIzrtKKZiD3M
OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website https://odishatv.in/
News In Odia: http://otvkhabar.in/
Android App: https://bit.ly/OTVAndroidApp
iOS App: https://bit.ly/OTViOSApp
Watch Live: https://odishatv.in/live-tv
YouTube: https://goo.gl/Ehz6OP
Watch our latest news in English: https://bit.ly/3wTgKxc
Facebook: https://www.facebook.com/otvkhabar
OTV English Facebook : https://www.facebook.com/otvnews
Telegram @otvtelegram @otvkhabar
Twitter: https://twitter.com/otvnews
Instagram: https://www.instagram.com/otvnews/
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।