Boars Rescued: ପରିତ୍ୟକ୍ତ କୂଅରୁ ଦୁଇ ବାରହା ସୁରକ୍ଷିତ ଉଦ୍ଧାର

Sep 08, 2026 - 10:33
Boars Rescued: ପରିତ୍ୟକ୍ତ କୂଅରୁ ଦୁଇ ବାରହା ସୁରକ୍ଷିତ ଉଦ୍ଧାର

"ବିନିକା: ଆଜି ସକାଳ ବିନିକା ରେଞ୍ଜ ଅଧୀନସ୍ଥ ଚରଦା ଗ୍ରାମର ଚାପ ଠେଲାଙ୍କ ପରିତ୍ୟକ୍ତ କୂଅରେ ଦୁଇଟି ବଣୁଆ ବାରହା ପଡ଼ିଯାଇଥିଲେ।

ଦୁହେଁ ରାତିରେ ଖାଦ୍ୟ ଅନ୍ବେଷଣରେ ଆସି ପରିତ୍ୟକ୍ତ କୂଅରେ ପଡ଼ି ଯାଇଥିଲେ ।

ବିନିକା ବନପାଳ ବନମାଳୀ ପାଣ୍ଡେ ଖବର ପାଇ ସଦଳ ବଳେ ଘଟଣା ସ୍ଥଳକୁ ପହଞ୍ଚି ବାରହା ଦ୍ଵୟକୁ  ନିରାପଦରେ ଉଦ୍ଧାର କରି ନିକଟସ୍ଥ ବିନିକା ସଂରକ୍ଷିତ ଜଙ୍ଗଲରେ ଛାଡିଥିବା ବନପାଳ ପ୍ରକାଶ କରିଛନ୍ତି।Advertisment ଗ୍ରାମବାସୀ ସାମିଲ୍ ଥିଲେ ଏଥିରେ ବନରକ୍ଷୀ ସୁରେଶ ପାଣ୍ଡେ, ଫରେଷ୍ଟ ସ୍କାଡ୍ ବେଲାଲ୍ ସେନ୍,ଦୂର୍ବାଦଳ, ସମ୍ପଦ, ଆଲୋକ,କବି, ସୁଜିତ ଏବଂ ଗ୍ରାମବାସୀ ସାମିଲ୍ ଥିଲେ।

Death: ବଜ୍ରାଘାତରେ ଚାଲିଗଲା ଯୁବକଙ୍କ ଜୀବନ: ଆମ୍ବ ଗଛ ମୂଳେ ନେଉଥିଲେ ଆଶ୍ରୟ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।