03 SEPTEMBER 2026

Welcome!

Unlock your personalized experience.
Sign Up

Bombay High Court : ତରୁଣ ତେଜପାଲଙ୍କୁ ବଡ଼ ଝଟକା: ଓଲଟି ଗଲା ନିଷ୍ପତ୍ତି

Aug 06, 2026 - 12:12
Bombay High Court : ତରୁଣ ତେଜପାଲଙ୍କୁ ବଡ଼ ଝଟକା: ଓଲଟି ଗଲା ନିଷ୍ପତ୍ତି

ନୂଆଦିଲ୍ଲୀ: ୨୦୧୩ ମସିହାର ବହୁଚର୍ଚ୍ଚିତ ଦୁଷ୍କର୍ମ ମାମଲାରେ ପୂର୍ବତନ ତେହଲକା ସମ୍ପାଦକ ତରୁଣ ତେଜପାଲଙ୍କୁ ଲାଗିଛି ଏକ ବଡ଼ ଝଟକା।  ବମ୍ବେ ହାଇକୋର୍ଟର ଗୋଆ ବେଞ୍ଚ ଟ୍ରାଏଲ୍ କୋର୍ଟଙ୍କ ଦୋଷମୁକ୍ତ ରାୟକୁ ରଦ୍ଦ କରିଦେଇଛନ୍ତି। ଗୋଆ ସରକାରଙ୍କ ଆବେଦନକୁ ଗ୍ରହଣ କରି ହାଇକୋର୍ଟ ତେଜପାଲଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।