BRICS Summit 2026: Leaders’ Meet Enters Final Day, Key Global Issues on Agenda

Sep 13, 2026 - 12:16
BRICS Summit 2026: Leaders’ Meet Enters Final Day, Key Global Issues on Agenda

#ବ୍ରିକ୍ସ_ଶିଖର_ସମ୍ମିଳନୀ #ଆଜି_ଶେଷ_ଦିନ
ବିଶ୍ୱ ନେତାଙ୍କ ମହାମିଳନର ଆଜି ଦ୍ୱିତୀୟ ତଥା ଶେଷ ଦିନ। ବ୍ରିକ୍ସ ଶିଖର ସମ୍ମିଳନୀ ୨୦୨୬ରେ ଆଜି ବି ରହିଛି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଅଧିବେଶନ। ହେଲେ ଏହା ପୂର୍ବରୁ ରହିଛି ବ୍ରିକ୍ସ ନେତାମାନଙ୍କର ଏକ ମିଳିତ ଫଟୋ ସେସନ୍। ଗୋଟିଏ ମଞ୍ଚରେ ବିଶ୍ୱର ପ୍ରମୁଖ ନେତା ଏକାସଙ୍ଗେ ଫଟୋ ଉଠାଇବେ। ଆଜି ଭାରତ ମଣ୍ଡପମରେ ଆମନ୍ତ୍ରିତ ନେତାମାନେ ବିଭିନ୍ନ ଆଉଟ ରିଚ୍ କାର୍ଯ୍ୟକ୍ରମରେ ଯୋଗ ଦେବେ। ବିଶ୍ୱ ଅର୍ଥନୀତି, ସ୍ଥିରତା, ନବସୃଜନ, ସହଯୋଗ ଓ ସ୍ଥାୟୀ ବିକାଶ ଉପରେ ହେବ ଆଲୋଚନା। ବିଶ୍ୱର ସମାବେଶୀ ଅଭିବୃଦ୍ଧି ପାଇଁ ବ୍ରିକ୍ସ ଦେଶଗୁଡ଼ିକ କିଭଳି ଏକାଠି ହୋଇ କାମ କରିବେ, ସେନେଇ ମତ ରଖିବେ ରାଷ୍ଟ୍ରମୁଖ୍ୟମାନେ। ଏହାସହ ବାଣିଜ୍ୟ, ଅର୍ଥନୀତି, ଅନ୍ତର୍ଜାତୀୟ ସହଯୋଗ ଓ ବିଶ୍ୱ ଶାସନ ବ୍ୟବସ୍ଥା ଭଳି ପ୍ରସଙ୍ଗ ମଧ୍ୟ ରହିବ ଆଲୋଚନାରେ। ଶନିବାର ନୂଆଦିଲ୍ଲୀ ଘୋଷଣାପତ୍ର ଗୃହୀତ ହୋଇଥିବା ବେଳେ, ଆଜିର ଅଧିବେଶନରେ ଏହା ରିଲିଜ ହେବାର ଅଛି।
#BRICSSummit2026#BRICS#BRICSSummit#NewDelhi#WorldLeaders#GlobalEconomy#InternationalCooperation#SustainableDevelopment#GlobalGovernance#India#LatestNews#WorldNews#OdishaTV#OTV

The BRICS Summit 2026 enters its second and final day today with several important sessions lined up. Before the sessions, BRICS leaders will take part in a joint photo session, bringing prominent world leaders together on one stage. Invited leaders will also participate in various outreach programmes at Bharat Mandapam. Discussions will focus on the global economy, stability, innovation, cooperation and sustainable development, along with how BRICS nations can work together for inclusive global growth. Trade, economy, international cooperation and global governance will also be discussed. The New Delhi Declaration was adopted on Saturday and is scheduled to be released during today’s sessions.

For latest news updates follow us on WhatsApp: https://whatsapp.com/channel/0029VaYNIW78qIzrtKKZiD3M

OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.

Stay tuned for all the breaking news !

Visit Our Website https://odishatv.in/
News In Odia: http://otvkhabar.in/
Android App: https://bit.ly/OTVAndroidApp
iOS App: https://bit.ly/OTViOSApp
Watch Live: https://odishatv.in/live-tv
YouTube: https://goo.gl/Ehz6OP
Watch our latest news in English: https://bit.ly/3wTgKxc
Facebook: https://www.facebook.com/otvkhabar
OTV English Facebook : https://www.facebook.com/otvnews
Telegram @otvtelegram @otvkhabar
Twitter: https://twitter.com/otvnews
Instagram: https://www.instagram.com/otvnews/

#OdishaTV#OTV

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।