Central Team Reviews Cyclone-Related Damage: କ୍ଷୟକ୍ଷତିର ହେବ ଆକଳନ! ମୈଦାନକୁ ଓହ୍ଲାଇଲା କେନ୍ଦ୍ରୀୟ ଟିମ୍
ବାତ୍ୟା ଜନିତ କ୍ଷୟକ୍ଷତିର ଆକଳନ ପାଇଁ ଗଜପତିରେ କେନ୍ଦ୍ରୀୟ ଟିମ।
ବାତ୍ୟା ଜନିତ ଲଗାଣ ବର୍ଷାରେ ହୋଇଥିବା କ୍ଷୟକ୍ଷତିର ଆକଳନ କରିବ ଏହି ଟିମ୍।
କେନ୍ଦ୍ରୀୟ ଟିମ ପାରଳାଖେମୁଣ୍ଡିରେ ଜିଲ୍ଲାପାଳଙ୍କ ସହ ଆଲୋଚନା କରିବା ପରେ କ୍ଷତିଗ୍ରସ୍ତ ଅଂଚଳ ବୁଲିବେ।
ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଚାଲିଛି କେନ୍ଦ୍ରୀୟ କମିଟିଙ୍କ ସହ ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କ ବୈଠକ।
ଆଜି ଗଜପତିରେ କ୍ଷୟକ୍ଷତି ସମୀକ୍ଷା ପରେ ଆସନ୍ତାକାଲି ଗଂଜାମ ଜିଲ୍ଲାରେ କ୍ଷୟକ୍ଷତି ଆକଳନ କରିବେ।
ଏହାପରେ ଆସନ୍ତାକାଲି ଭୁବନେଶ୍ୱର ଫେରିବ ଟିମ।
Advertisment
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।