Chandrika Hembram Death Case: ଚନ୍ଦ୍ରିକା ହେମ୍ବ୍ରମ ମୃତ୍ୟୁ ଘଟଣା: ଅଭିଯୁକ୍ତ ଭୀମସେନଙ୍କ ଜାମିନ ଆବେଦନ ଖାରଜ
ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମ ମୃତ୍ୟୁ ଘଟଣାରେ ଅଭିଯୁକ୍ତ ଭୀମସେନ ଟୁଡ଼ୁଙ୍କ ଜାମିନ ଆବେଦନ ଖାରଜ। ଜାମିନ ଖାରଜ କରିଛନ୍ତି କଟକ ସ୍ବତନ୍ତ୍ର ଭିଜିଲାନ୍ସ ଅଦାଲତ। ଏଭଳି ଘଟଣାର ସାମାଜିକ ପ୍ରଭାବ ପ୍ରସଙ୍ଗ ଓ ଅଭିଯୁକ୍ତଙ୍କ ବିରୋଧରେ ଥିବା ଅଭିଯୋଗକୁ ଦୃଷ୍ଟିରେ ରଖି ଅଦାଲତ ଜାମିନ ଦେବାକୁ ମନା କରିଛନ୍ତି। ଚନ୍ଦ୍ରିକା ମୃତ୍ୟୁ ମାମଲାରେ ଚାକିରୀରୁ ବିଦା ହୋଇଛନ୍ତି ଗିରଫ ପ୍ରେମିକ OTAS ଅଧିକାରୀ ଭୀମସେନ ଟୁଡୁ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।