Cobra Spends Entire Night Inside Quarters Without Anyone Noticing: ରାତିସାରା ଘରେ ଥିଲା ନାଗ, ସକାଳୁ ଦେଖି ଲୋକଙ୍କ ହୋସ୍ ଉଡିଗଲା

Aug 13, 2026 - 14:55
Cobra Spends Entire Night Inside Quarters Without Anyone Noticing: ରାତିସାରା ଘରେ ଥିଲା ନାଗ, ସକାଳୁ ଦେଖି ଲୋକଙ୍କ ହୋସ୍ ଉଡିଗଲା

ରାତିରେ ଶୋଇଥିଲେ, ହେଲେ ସକାଳୁ କ୍ୱାର୍ଟର୍ସ ଭିତରୁ ମିଳିଲା ୪ ଫୁଟିଆ ନାଗ ସାପ। ଅନୁଗୁଳ ଜିଲ୍ଲା ହଣ୍ଡପା ଥାନା ଅଧୀନ କୃଷ୍ଣପୁର ରେଲୱେ ଲେବର କ୍ୱାର୍ଟର୍ସରେ ଘଟିଛି ଏଭଳି ଘଟଣା। ରାତି ସାରା କ୍ୱାର୍ଟର୍ସ ଭିତରେ ନାଗ ସାପ ରହିଥିଲା କିନ୍ତୁ ଜାଣିପାରିନଥିଲେ ସେଠାରେ ରହୁଥିବା ଲେବରରମାନେ।

ସକାଳୁ ଉଠିବା ପରେ ସାପକୁ ଦେଖି ଭୟଭୀତ ହୋଇ ତୁରନ୍ତ ସ୍ନେକ୍ ହେଲ୍ପଲାଇନକୁ ଖବର ଦେଇଥିଲେ। ଖବର ପାଇ ସାପ ଉଦ୍ଧାରକାରୀ ଦଳ ପହଞ୍ଚି ଦୀର୍ଘ ସମୟର ଚେଷ୍ଟା ପରେ ସତର୍କତାର ସହ ନାଗ ସାପଟିକୁ ଉଦ୍ଧାର କରିଥିଲେ। ସାପଟି ଉଦ୍ଧାର ହେବା ପରେ ଆଶ୍ୱସ୍ତ ହୋଇଥିଲେ କ୍ୱାର୍ଟର୍ସରେ ରହୁଥିବା ଲୋକେ। ...

ଶୋଇଥିଲେ ଲେବରର, ଘରେ ଲୁଚିଥିଲା ନାଗ
ସକାଳୁ କ୍ୱାର୍ଟର୍ସରୁ ମିଳିଲା ୪ ଫୁଟର ନାଗ ସାପ
କୃଷ୍ଣପୁର ଲେବର କ୍ୱାର୍ଟର୍ସରୁ ନାଗ ସାପ ଉଦ୍ଧାର
ରାତିସାରା ଘରେ ଥିଲା ନାଗ, ସକାଳୁ ହେଲା ଉଦ୍ଧାର

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।