Commissionerate Police Seize Brown Sugar: ଜେଲ୍‌ରୁ ଫେରି ପୁଣି ଡ୍ରଗ୍ସ କାରବାର, ଧରିଲା ସ୍ପେଶାଲ କ୍ରାଇମ୍ ଟିମ୍

Sep 01, 2026 - 18:01

୩୦ ଲକ୍ଷ ଟଙ୍କାର ୩୦୦ ଗ୍ରାମ୍ ବ୍ରାଉନସୁଗାର୍ ଜବତ। ଜଳେଶ୍ୱରର ଅଞ୍ଚଳର ଶେଖ କେଫାଜୁଦିନଙ୍କୁ ଗିରଫ କରିଛି କମିସନରେଟ୍ ପୁଲିସର ସ୍ପେସାଲ୍ କ୍ରାଇମ୍ ୟୁନିଟ୍। ପୂର୍ବରୁ ଗିରଫ ହୋଇ ଜେଲ୍ ଯାଇଥିଲେ ଏହି ବ୍ରାଉନସୁଗାର୍ ବେପାରୀ।

author-image
Manoj Kumar Rout
01 Sep 2026 17:55 IST