Continuous Rain Revives Landslide Fears: ଲାଗି ରହିଛି ଲଗାଣ ବର୍ଷା; ପୁଣି ଭୂସ୍ଖଳନ ଆଶଙ୍କା, ଦୁଇ ଦୁଇ ଥର ଭୂସ୍ଖଳନ ପରେ ଲୋକେ ଭୟଭୀତ

Nov 02, 2026 - 18:56
Continuous Rain Revives Landslide Fears:  ଲାଗି ରହିଛି ଲଗାଣ ବର୍ଷା; ପୁଣି ଭୂସ୍ଖଳନ ଆଶଙ୍କା, ଦୁଇ ଦୁଇ ଥର ଭୂସ୍ଖଳନ ପରେ ଲୋକେ ଭୟଭୀତ

ଗଂଜାମ ତପ୍ତପାଣି ଅଂଚଳରେ ପୁଣି ଭୂସ୍ଖଳନ ଆଶଙ୍କା l ଅର୍ଣ୍ଣବ୍ ବାତ୍ୟାରେ ଗଜପତି ଗଞ୍ଜାମ ଜିଲ୍ଲା ସୀମାନ୍ତ ତପ୍ତପାଣି ଘାଟିରେ ଦୁଇ ଦୁଇ ଥର ଭୂସ୍ଖଳନ ପରେ ଏବେ ବାତ୍ୟା ମୁରାସୁ ପ୍ରଭାବରେ ସକାଳ ଠାରୁ ବର୍ଷା ଲାଗି ରହିଥିବାରୁ ପୁଣି ଭୂସ୍ଖଳନ ଆଶଙ୍କା ରହିଛି l ଯାହାକୁ ନେଇ ସ୍ଥାନୀୟ ଗାଁ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି l Advertisment ଗଂଜାମ ତପ୍ତପାଣି ଅଂଚଳରେ ପୁଣି ଭୂସ୍ଖଳନ ଆଶଙ୍କା ଦୁଇ ଦୁଇ ଥର ଭୂସ୍ଖଳନ ପରେ ଲୋକେ ଭୟଭୀତ ସକାଳ ଠାରୁ ଲାଗି ରହିଛି ଲଗାଣ ବର୍ଷା ଲଗାଣ ବର୍ଷାକୁ ନେଇ ଲୋକେ ଆତଙ୍କିତ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।