Cricket: ପୂର୍ବତନ ବୋଲର, ଇତିହାସ ରଚିଥିବା ଆମ୍ପାୟର ସାର ଡମ୍ବାନେୱାନାଙ୍କ ପରଲୋକ

Oct 13, 2026 - 16:57
Cricket: ପୂର୍ବତନ ବୋଲର, ଇତିହାସ ରଚିଥିବା ଆମ୍ପାୟର ସାର ଡମ୍ବାନେୱାନାଙ୍କ ପରଲୋକ

"ହରାରେ: ଜିମ୍ବାୱେର ପୂର୍ବତନ ବୋଲର ଏବଂ ଅନ୍ତର୍ଜାତୀୟ ଆମ୍ପାୟର ସାରା ଡମ୍ବାନେୱାନଙ୍କ ସୋମବାର ପରଲୋକ ହୋଇଯାଇଛି।

ସେ ମାତ୍ର ୩୬ ବର୍ଷ ବୟସର ଥିଲେ।

ଜିମ୍ବାୱେ କ୍ରିକେଟ ତାଙ୍କର ପରଲୋକ ନେଇ ସ୍ପଷ୍ଟ କରିଛି।

ମାର୍ଚ୍ଚ ମାସରେ ହୋଇଥିବା ଏକ ମେଡିକାଲ ସର୍ଜରୀ ପରେ ସେ ଗତ କିଛି ମାସ ହେବ ଡାକ୍ତରଖାନାରେ ଭର୍ତ୍ତି ଥିଲେ, ଯେଉଁଠାରେ ସେ ଅନ୍ତିମ ନିଶ୍ବାସ ନେଇଛନ୍ତି।

୨୦୦୯ରୁ ୨୦୧୪ ମଧ୍ୟରେ ଜିମ୍ବାୱେ ପାଇଁ ଅନ୍ତର୍ଜାତୀୟ କ୍ରିକେଟ୍‌ ଖେଳିଥିବା ଡମ୍ବାନେୱାନା ପରେ ଅମ୍ପାୟାରିଂରେ ପାଦ ଥାପିଥିଲେ ଏବଂ ବିଶ୍ବମଞ୍ଚରେ ଅନେକ ଐତିହାସିକ ରେକର୍ଡ ନିଜ ନାମରେ ଦାଖଲ କରିଥିଲେ।

Advertisment Solomon Pappaiya: ତାମିଲ ବିଦ୍ୱାନ ଓ "ପତିମନ୍ଦ୍ରମ୍" ବକ୍ତା ସୋଲୋମନ ପାପୈୟାଙ୍କ ୯୦ ବର୍ଷରେ ପରଲୋକ"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।