Katrina Kaif : ମୁହଁ ଖୋଲିଲେ କ୍ୟାଟ୍ରିନା, ଟ୍ରୋଲର୍ସଙ୍କୁ ଦେଲେ ଜବାବ

Oct 13, 2026 - 16:35
Katrina Kaif : ମୁହଁ ଖୋଲିଲେ କ୍ୟାଟ୍ରିନା, ଟ୍ରୋଲର୍ସଙ୍କୁ ଦେଲେ ଜବାବ

"ମା" ହେବା ପରେ ଜଣେ ମହିଳାଙ୍କ ଜୀବନରେ ଆସିଥାଏ ଅନେକ ପରିବର୍ତ୍ତନ।

ବଦଳିଯାଏ ଜୀବନଶୈଳୀ, ବଢ଼ିଯାଏ ଦାୟିତ୍ୱ।

ଏପରିକି ନିଜ ପାଇଁ ସମୟ ବାହାର କରିବା ମଧ୍ୟ କଷ୍ଟକର ହୋଇପଡ଼େ।

ହେଲେ ଜଣେ ଅଭିନେତ୍ରୀ ମା" ହେବା ପରେ ତାଙ୍କ ଲୁକ୍‌କୁ ନେଇ ସୋସିଆଲ୍ ମିଡିଆରେ ଆରମ୍ଭ ହୋଇଯାଏ ଚର୍ଚ୍ଚା ଓ ଟ୍ରୋଲିଂ।

ଏଭଳି ପରିସ୍ଥିତିର ସାମ୍ନା କରିଛନ୍ତି ବଲିଉଡ୍‌ର ଲୋକପ୍ରିୟ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌।

ମା" ହେବା ପରେ ତାଙ୍କ ଲୁକ୍‌କୁ ନେଇ ହେଉଥିବା ଟ୍ରୋଲିଂ ମଧ୍ୟରେ ଏବେ ଆତ୍ମବିଶ୍ୱାସ ଓ ନିଜକୁ ଗ୍ରହଣ କରିବା ନେଇ ତାଙ୍କ ପ୍ରତିକ୍ରିୟା ଚର୍ଚ୍ଚାକୁ ଆସିଛି।Advertisment "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।