Cuttack to Host 36th Ravan Dahan Today, 80-Foot Effigy to Be Set Ablaze at Midnight
#ଜମିବ_ରାବଣ_ପୋଡ଼ି
କଟକରେ ଜମିବ ରାବଣ ପୋଡ଼ି ଉତ୍ସବ । ଆଜି ତଳ ବାଲିଯାତ୍ରା ପଡ଼ିଆରେ ଆୟୋଜିତ ହେବ ୩୬ତମ ରାବଣ ପୋଡ଼ି ଉତ୍ସବ । ବାରବାଟୀ ସର୍ବଧର୍ମ ସାଂସ୍କୃତିକ ପରିଷଦ ପକ୍ଷରୁ ହେବାକୁ ଥିବା ଏହି ଉତ୍ସବ ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି । ଅଧର୍ମ ଉପରେ ଧର୍ମର, ଅସତ୍ୟ ଉପରେ ସତ୍ୟର ଏବଂ ଅନ୍ୟାୟ ଉପରେ ନ୍ୟାୟର ବିଜୟର ପ୍ରତୀକ ଭାବେ ରାବଣ ଦହନ କରାଯିବ । ଆଜି ରାତି ୧୨ଟାରେ ପ୍ରାୟ ୮୦ ଫୁଟ୍ ଉଚ୍ଚତାର ରାବଣ ପ୍ରତିକୃତିରେ ଅଗ୍ନି ସଂଯୋଗ କରାଯିବ । ଉତ୍ସବରେ ପ୍ରାୟ ୧୦ ହଜାର ଲୋକଙ୍କ ବସିବା ପାଇଁ ବ୍ୟବସ୍ଥା ହୋଇଛି। ସନ୍ଧ୍ୟାରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ କଳାକାରମାନେ ଯୋଗଦେଇ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବେ । ଏହା ସହ ଆକର୍ଷଣୀୟ ଆତସବାଜି ଦର୍ଶକଙ୍କ ମନ ମୋହିବ । ଚଳିତ ବର୍ଷ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଯୋଗଦେବେ ବୋଲି ଆୟୋଜକଙ୍କ ପକ୍ଷରୁ ସୂଚନା ମିଳିଛି ।
#RavanDahan#Cuttack#BaliyatraGround#DussehraCelebration#RavanaEffigy#ManmohanSamal#Barabati#OdishaCulture#DussehraFestival#FireworksShow#CuttackEvents#OdishaTV#otv
Cuttack is gearing up for the 36th Ravan Dahan celebration, scheduled to be held today at the Lower Baliyatra Ground. The event, organised by the Barabati Sarbadharma Sanskritik Parishad, is witnessing extensive preparations. An approximately 80-foot-tall effigy of Ravana will be set ablaze at midnight.
The celebration symbolises the victory of good over evil, truth over falsehood and justice over injustice. Seating arrangements have been made for around 10,000 people. Artists from different parts of Odisha will present colourful cultural programmes in the evening, while spectacular fireworks are expected to entertain the audience.
According to the organisers, BJP Odisha president Manmohan Samal will attend the event as the chief guest this year.
For latest news updates follow us on WhatsApp: https://whatsapp.com/channel/0029VaYNIW78qIzrtKKZiD3M
OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website https://odishatv.in/
News In Odia: http://otvkhabar.in/
Android App: https://bit.ly/OTVAndroidApp
iOS App: https://bit.ly/OTViOSApp
Watch Live: https://odishatv.in/live-tv
YouTube: https://goo.gl/Ehz6OP
Watch our latest news in English: https://bit.ly/3wTgKxc
Facebook: https://www.facebook.com/otvkhabar
OTV English Facebook : https://www.facebook.com/otvnews
Telegram @otvtelegram @otvkhabar
Twitter: https://twitter.com/otvnews
Instagram: https://www.instagram.com/otvnews/
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।