Cyclone Arnab Advances at 25 Kmph, Rainfall Begins Across Odisha
#ସକାଳୁ_ଛେଚିଲାଣି_ବର୍ଷା
ଘଣ୍ଟାପ୍ରତି ୨୫ କିମି ବେଗରେ ଗତି କରୁଛି ବାତ୍ୟା ଅର୍ଣ୍ଣବ । ସକାଳୁ ସକାଳୁ ଓଡ଼ିଶାରେ ଦେଖାଗଲାଣି ବାତ୍ୟା ପ୍ରଭାବ । ବିଭିନ୍ନ ଜିଲ୍ଲାରେ ଆରମ୍ଭ ହୋଇଯାଇଛି ବର୍ଷା । ବାତ୍ୟା ଆସନ୍ତାକାଲ ମଧ୍ୟାହ୍ନରେ ଆନ୍ଧ୍ର ଉପକୂଳରେ ସ୍ଥଳ ଭାଗ ଛୁଇଁବ। ବାପଟଲା ଓ ବିଶାଖାପାଟଣା ମଝିରେ କାକିନାଡା ପାଖରେ ଲ୍ୟାଣ୍ଡଫଲ୍ କରିବ ଅର୍ଣ୍ଣବ। ଗୋପାଳପୁର ଠାରୁ ୩୮୦ କିମି ଦୂରରେ ଥିବା ବେଳେ ଘଣ୍ଟାପ୍ରତି ୨୫ କିମି ବେଗରେ ଉପକୂଳ ଆଡକୁ ମାଡି ଆସୁଛି।
#Ganjam#CycloneArnab#CycloneUpdate#HeavyRain#VerySevereCyclone#CycloneEye#BayOfBengal#OdishaWeather#AndhraPradesh#IMD#OdishaTV#otv
For latest news updates follow us on WhatsApp: https://whatsapp.com/channel/0029VaYNIW78qIzrtKKZiD3M
OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website https://odishatv.in/
News In Odia: http://otvkhabar.in/
Android App: https://bit.ly/OTVAndroidApp
iOS App: https://bit.ly/OTViOSApp
Watch Live: https://odishatv.in/live-tv
YouTube: https://goo.gl/Ehz6OP
Watch our latest news in English: https://bit.ly/3wTgKxc
Facebook: https://www.facebook.com/otvkhabar
OTV English Facebook : https://www.facebook.com/otvnews
Telegram @otvtelegram @otvkhabar
Twitter: https://twitter.com/otvnews
Instagram: https://www.instagram.com/otvnews/
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।