Cyclone Arnab Alert: ବାତ୍ୟା ଆଶଙ୍କା ମଧ୍ୟରେ ଆକ୍ସନ ମୋଡ୍ରେ ସରକାର, ଜିଲ୍ଲା ଜଗିବେ ମନ୍ତ୍ରୀ
ବାତ୍ୟା ଅର୍ଣ୍ଣବର ମୁକାବିଲା ଲାଗି ସ୍ଥିତି ଉପରେ ନଜର ରଖିବାକୁ ୮ ମନ୍ତ୍ରୀଙ୍କୁ ୮ ଜିଲ୍ଲା ଦାୟିତ୍ବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।
କୋରାପୁଟ ଦାୟିତ୍ବରେ ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ ରହିଥିବା ବେଳେ ରାୟଗଡ଼ା ଦାୟିତ୍ବରେ ରହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା।
ସେହିଭଳି ମନ୍ତ୍ରୀ ରବି ନାଏକଙ୍କୁ କନ୍ଧମାଳ, ବିଭୂତି ଜେନାଙ୍କୁ ଗଞ୍ଜାମ, କୃଷ୍ଣଚନ୍ଦ୍ର ପାତ୍ରଙ୍କୁ ନବରଙ୍ଗପୁର ଓ ନିତ୍ୟାନନ୍ଦ ଗଣ୍ଡଙ୍କୁ ମାଲକାନଗିରି ଦାୟିତ୍ବ ଦିଆଯାଇଛି।
ସେପଟେ ମୁକେଶ ମହାଲିଙ୍ଗ କଳାହାଣ୍ଡି ଓ ଗଜପତି ଜିଲ୍ଲା ଦାୟିତ୍ବରେ ରହିବେ ସୂର୍ଯ୍ୟବଂଶୀ ସୂରଜ।...
Advertisment ୮ ମନ୍ତ୍ରୀଙ୍କୁ ୮ ଜିଲ୍ଲା ଦାୟିତ୍ବ ୮ ମନ୍ତ୍ରୀଙ୍କୁ ୮ ଜିଲ୍ଲା ଦାୟିତ୍ବ ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ କୋରାପୁଟ ଦାୟିତ୍ବରେ ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ ରାୟଗଡ଼ା ଦାୟିତ୍ବରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କନ୍ଧମାଳ- ରବି ନାଏକ, ଗଞ୍ଜାମ- ବିଭୂତି ଜେନା ନବରଙ୍ଗପୁର- କୃଷ୍ଣଚନ୍ଦ୍ର ପାତ୍ର, ମାଲକାନଗିରି- ନିତ୍ୟାନନ୍ଦ ଗଣ୍ଡ କଳାହାଣ୍ଡି- ମୁକେଶ ମହାଲିଙ୍ଗ, ଗଜପତି- ସୂର୍ଯ୍ୟବଂଶୀ ସୂରଜ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।