Cyclone Arnab Impact: ବାତ୍ୟା ମୁକାବିଲା ପାଇଁ ମାଲକାନଗିରି ପ୍ରସ୍ତୁତ, ୪ ହଜାରରୁ ଊର୍ଦ୍ଧ୍ୱ ଲୋକ ହେଲେ ସ୍ଥାନାନ୍ତର

Oct 28, 2026 - 19:20
Cyclone Arnab Impact: ବାତ୍ୟା ମୁକାବିଲା ପାଇଁ ମାଲକାନଗିରି ପ୍ରସ୍ତୁତ, ୪ ହଜାରରୁ ଊର୍ଦ୍ଧ୍ୱ ଲୋକ ହେଲେ ସ୍ଥାନାନ୍ତର

ବାତ୍ୟା ମୁକାବିଲା ପାଇଁ ମାଲକାନଗିରିରେ ପ୍ରଶାସନର ପ୍ରସ୍ତୁତି।

୪ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କୁ ବିଭିନ୍ନ ଆଶ୍ରୟସ୍ଥଳୀରେ ଥଇଥାନ କରାଯାଇଛି।

ଜିଲ୍ଲାରେ ୯୦ଟି ଅସ୍ଥାୟୀ ଆଶ୍ରୟସ୍ଥଳୀ ସହ ୪ଟି ସ୍ଥାୟୀ ଆଶ୍ରୟସ୍ଥଳୀ ପ୍ରସ୍ତୁତ ରହିଛି।

ମାଥିଲି, ଖଇରପୁଟ ଓ ଗୋବିନ୍ଦପାଲିରେ ଓଡ୍ରାଫ୍ ଟିମ୍ ମୁତୟନ ଥିବାବେଳେ, ମୋଟୁ, ପଡ଼ିଆ ଓ କାଲିମେଳାରେ ଏନ୍ ଡିଆରଏଫ୍ ଟିମ୍ ନିୟୋଜିତ ହୋଇଛନ୍ତି।

Advertisment ଏପଟେ ଅଗ୍ନିଶମ ବିଭାଗ ଓ ବନ ବିଭାଗର ଟିମ୍ ମଧ୍ୟ ସଜାଗ ରହିଛନ୍ତି।

ଲ୍ୟାଣ୍ଡଫଲ୍ ରେ ବିଳମ୍ବ ଯୋଗୁଁ ଫ୍ଲାସ୍ ଫ୍ଲଡ୍ ଆଶଙ୍କା ଥିବାରୁ ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ ରହିଛି।

ବାତ୍ୟାକୁ ନେଇ ଆଲର୍ଟ ମାଲକାନଗିରି ପ୍ରଶାସନ ବାତ୍ୟା ମୁକାବିଲା ପାଇଁ ମାଲକାନଗିରି ପ୍ରସ୍ତୁତ ୪ ହଜାରରୁ ଊର୍ଦ୍ଧ୍ୱ ଲୋକ ହେଲେ ସ୍ଥାନାନ୍ତର ୯୦ ଅସ୍ଥାୟୀ ଆଶ୍ରୟସ୍ଥଳୀ ପ୍ରସ୍ତୁତ ଫ୍ଲାସ୍ ଫ୍ଲଡ୍ ମୁକାବିଲା ପାଇଁ ସଜାଗ ପ୍ରଶାସନ Advertisment

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।