Cyclone Murasu Nears Ongole: ଆଜି ରାତିରୁ କାଲି ଭୋର ଯାଏଁ ବିପଦ, ଆନ୍ଧ୍ର ମୁହାଁ ମୁରାସୁ
ବଙ୍ଗୋପସାଗରରେ ଶକ୍ତିଶାଳୀ ହେଉଛି ବାତ୍ୟା 'ମୁରାସୁ'।
ଭୀଷଣ ବାତ୍ୟାରେ ପରିଣତ ହୋଇଛି।
ଘଣ୍ଟାପ୍ରତି ୨୨ କିଲୋମିଟର ବେଗରେ ଉତ୍ତର-ପଶ୍ଚିମ ଦିଗକୁ ଗତି କରୁଛି।
ନେଲୋରଠାରୁ ୧୬୦ କିଲୋମିଟର ଏବଂ ଚେନ୍ନାଇ, କାଭାଲି ଠାରୁ ୧୮୦ କିମି ଦୂରରେ ରହିଛି ବାତ୍ୟା।
ଓଙ୍ଗୋଲରୁ ୨୧୦, ମଛଲିପଟନମ୍ ଠାରୁ ୨୪୦ କିମି ଦୂରରେ 'ମୁରାସୁ'।
Advertisment ଆଜି ମଧ୍ୟରାତ୍ରିରୁ କାଲି ଭୋର ମଧ୍ୟରେ ଆନ୍ଧ୍ର ଉପକୂଳ ଅତିକ୍ରମ କରିପାରେ ବାତ୍ୟା ମୁରାସୁ।
ନେଲୋର ଓ ନରସାପୁର ମଧ୍ୟରେ ଓଙ୍ଗୋଲ ନିକଟରେ ସ୍ଥଳଭାଗ ଛୁଇଁବା ସମ୍ଭାବନା ରହିଛି।
ସେହି ସମୟରେ ପବନର ବେଗ ୧୦୦ରୁ ୧୧୦ କିଲୋମିଟର ଏବଂ ଝଟକା ପବନ ୧୨୦ କିଲୋମିଟର ଛୁଇଁପାରେ।
ବର୍ତ୍ତମାନ ସମୁଦ୍ର ଭିତରେ ପବନର ବେଗ ୯୦ ରୁ ୧୦୦କିମି ସର୍ବାଧିକ ୧୦୦କିମି ପ୍ରବାହିତ ହେଉଛି।
...
ଭୀଷଣ ରୂପରେ ମାଡି଼ ଆସୁଛି 'ମୁରାସୁ' ବଙ୍ଗୋପସାଗରରେ ଶକ୍ତିଶାଳୀ ହେଉଛି ବାତ୍ୟା 'ମୁରାସୁ' ଭୀଷଣ ବାତ୍ୟାରେ ପରିଣତ ହୋଇଛି 'ମୁରାସୁ' ୨୨କିମି ବେଗରେ ଆଗକୁ ବଢୁଛି ଭୀଷଣ ବାତ୍ୟା ନେଲୋରଠାରୁ ୧୬୦ କିଲୋମିଟର ଦୂରରେ ଚେନ୍ନାଇ, କାଭାଲି ଠାରୁ ୧୮୦ କିମି ଦୂରରେ ବାତ୍ୟା ଓଙ୍ଗୋଲରୁ ୨୧୦, ମଛଲିପଟନମ୍ ଠାରୁ ୨୪୦ କିମି ଦୂରରେ 'ମୁରାସୁ' Advertisment
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।