Cyclone Scare in Odisha: Low-Pressure System Likely Over Bay of Bengal on October 23

Oct 22, 2026 - 14:01
Cyclone Scare in Odisha: Low-Pressure System Likely Over Bay of Bengal on October 23

#ମଡେଲ_କହୁଛି_ବାତ୍ୟା_ନିଶ୍ଚିତ !
ଅକ୍ଟୋବରରେ ଓଡ଼ିଶା ଦେଖିବ କି ବାତ୍ୟା। ବାତ୍ୟା ଆଶଙ୍କା ଭିତରେ ପଶ୍ଚିମ ଉତ୍ତର ପଶ୍ଚିମ ମୁହାଁ ହେଉଛି ଘୂର୍ଣ୍ଣିବଳୟ। ଅନେକ ବିଦେଶୀ ପାଣିପାଗ ମଡେଲ ବାତ୍ୟା ସୃଷ୍ଟି ହେବା ନିଶ୍ଚିତ ବୋଲି ଦର୍ଶାଇଛନ୍ତି। ସାଇକ୍ଲୋନ୍ ଆନ୍ଧ୍ରପ୍ରଦେଶ ଓ ଓଡ଼ିଶା ଉପକୂଳ ଦେଇ ଅତିକ୍ରମ କରିବା ନେଇ ପୂର୍ବାନୁମାନ କରିଛନ୍ତି। ୟୁରୋପିଆନ୍ ମଡେଲ କହିଛି, ସମ୍ଭାବ୍ୟ ବାତ୍ୟା ୨୭ତାରିଖ ବେଳକୁ ଉପକୂଳ ନିକଟବର୍ତ୍ତୀ ହୋଇପାରେ । ଯାହାକି ୨୮ରେ ଉପକୂଳକୁ ଛୁଇଁପାରେ।
#odishaweather#OdishaCyclone#CycloneAlert#BayOfBengal#CycloneUpdate#OdishaNews#WeatherUpdate#Cyclone#IMD#OdishaTV#otv
For latest news updates follow us on WhatsApp: https://whatsapp.com/channel/0029VaYNIW78qIzrtKKZiD3M

OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.

Stay tuned for all the breaking news !

Visit Our Website https://odishatv.in/
News In Odia: http://otvkhabar.in/
Android App: https://bit.ly/OTVAndroidApp
iOS App: https://bit.ly/OTViOSApp
Watch Live: https://odishatv.in/live-tv
YouTube: https://goo.gl/Ehz6OP
Watch our latest news in English: https://bit.ly/3wTgKxc
Facebook: https://www.facebook.com/otvkhabar
OTV English Facebook : https://www.facebook.com/otvnews
Telegram @otvtelegram @otvkhabar
Twitter: https://twitter.com/otvnews
Instagram: https://www.instagram.com/otvnews/

#OdishaTV#OTV

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।