Cyclone Threat Around October 28? Odisha and Andhra Pradesh Coasts on Alert
ବାତ୍ୟା ଆଶଙ୍କା ଭିତରେ ଉତ୍ତର ଆଣ୍ଡାମାନ ସାଗରକୁ ପ୍ରବେଶ କଲା ଘୂର୍ଣ୍ଣିବଳୟ। ବର୍ତ୍ତମାନ ଥାଇଲାଣ୍ଡ ଉପସାଗର ସଂଲଗ୍ନ ମିଆଁମାର ଉପରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହାର ପ୍ରଭାବରେ ଅକ୍ଟୋବର ୨୩ ତାରିଖ ବେଳକୁ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଏବଂ ଏହା ସଂଲଗ୍ନ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଅଂଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ। ପରେ ଏହା ଉତ୍ତର ପଶ୍ଚିମ ଦିଗକୁ ଗତି କରିବା ସହ ୩ ଦିନ ମଧ୍ୟରେ ଅଧିକ ଘନୀଭୂତ ହେବା ସମ୍ଭାବନା ରହିଛି। ଅନେକ ବିଦେଶୀ ପାଣିପାଗ ଏଜେନ୍ସି ବାତ୍ୟା ସୃଷ୍ଟି ହେବା ନିଶ୍ଚିତ ବୋଲି ଦର୍ଶାଇଛନ୍ତି। ଏପରିକି ସାଇକ୍ଲୋନ୍ ଆନ୍ଧ୍ରପ୍ରଦେଶ ଓ ଓଡ଼ିଶା ଉପକୂଳ ଦେଇ ଅତିକ୍ରମ କରିବା ନେଇ ପୂର୍ବାନୁମାନ କରିଛନ୍ତି। ୟୁରୋପିଆନ୍ ମଡେଲ କହିଛି, ସମ୍ଭାବ୍ୟ ବାତ୍ୟା ୨୭ତାରିଖ ବେଳକୁ ଉପକୂଳ ନିକଟବର୍ତ୍ତୀ ହୋଇପାରେ ଏବଂ ୨୮ରେ ଉପକୂଳକୁ ଛୁଇଁପାରେ।
Amid growing cyclone concerns, a cyclonic circulation has become active over Myanmar near the Gulf of Thailand and is expected to influence weather conditions over the Bay of Bengal. A low-pressure area may form over the southeast Bay of Bengal and adjoining east-central Bay around October 23, potentially intensifying as it moves northwestwards over the following three days. Some international weather agencies have projected a possible cyclone moving towards the Odisha–Andhra Pradesh coast. The European model suggests the system could approach the coast around October 27 and potentially make landfall on October 28. These are forecasts, and the cyclone's development and track remain subject to change.
#OTVShorts#CycloneAlert#OdishaWeather#BayOfBengal#CycloneForecast#OdishaCyclone#AndhraPradesh#WeatherUpdate#LowPressure#OdishaNews#OdishaTV#OTV
For latest news updates follow us on WhatsApp: https://whatsapp.com/channel/0029VaYNIW78qIzrtKKZiD3M
OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website https://odishatv.in/
News In Odia: http://otvkhabar.in/
Android App: https://bit.ly/OTVAndroidApp
iOS App: https://bit.ly/OTViOSApp
Watch Live: https://odishatv.in/live-tv
YouTube: https://goo.gl/Ehz6OP
Watch our latest news in English: https://bit.ly/3wTgKxc
Facebook: https://www.facebook.com/otvkhabar
OTV English Facebook : https://www.facebook.com/otvnews
Telegram @otvtelegram @otvkhabar
Twitter: https://twitter.com/otvnews
Instagram: https://www.instagram.com/otvnews/
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।