Dead: ଗାଧୋଇବାକୁ ଯାଇ ଲୁଣାନଦୀରେ ନିଖୋଜ ଥିଲେ ୩ ଯୁବକ, ଉଦ୍ଧାର ହେଲା ମୃତଦେହ
"ଭୁବନେଶ୍ବର: ଶାରଦୀୟ ଦୁର୍ଗାପୂଜା ପାଇଁ ଗାଁରୁ ସହର ପର୍ଯ୍ୟନ୍ତ ଚାରିଆଡ଼େ ଉତ୍ସାହ ଥିବା ବେଳେ କେନ୍ଦ୍ରାପଡ଼ା ଜିଲ୍ଲାରେ ଆଜି ଅପରାହ୍ଣରେ ଏକ ଅଭାବନୀୟ ଘଟଣା ଘଟିଛି।
ଗାଧୋଇବାକୁ ଯାଇଥିବା ୩ଜଣ ଯୁବକଙ୍କ ମୃତଦେହ ଲୁଣାନଦୀରୁ ଉଦ୍ଧାର କରାଯାଇଛି।
ନିଖୋଜ ହେବାର ପ୍ରାୟ ୩ ଘଣ୍ଟା ପରେ ଅଗ୍ନିଶମ ବାହିନୀର କର୍ମଚାରୀମାନେ ତିନି ଯୁବକଙ୍କର ମୃତଦେହ ଉଦ୍ଧାର କରିଛନ୍ତି।
Advertisment Dead Body: କାଜୁ ତୋଟା ଭିତରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।