DGP Selection Dispute: ଓଡ଼ିଶା DGP ନିଯୁକ୍ତି ବିବାଦ: ୧୮ ପର୍ଯ୍ୟନ୍ତ ନିଷ୍ପତ୍ତି ଉପରେ ରୋକ୍

Aug 13, 2026 - 14:34
DGP Selection Dispute: ଓଡ଼ିଶା DGP ନିଯୁକ୍ତି ବିବାଦ: ୧୮ ପର୍ଯ୍ୟନ୍ତ ନିଷ୍ପତ୍ତି ଉପରେ ରୋକ୍

ଓଡ଼ିଶା ପୋଲିସ ଡିଜି ନିଯୁକ୍ତି ବିବାଦ ପ୍ରସଙ୍ଗ। ଆସନ୍ତା ୧୮ପର୍ଯ୍ୟନ୍ତ ନିଷ୍ପତ୍ତି ନେବା ଉପରେ ଲାଗିଲା ରୋକ। ୧୮ପର୍ଯ୍ୟନ୍ତ ନିଷ୍ପତ୍ତି ହୋଇପାରିବନି କହିଲେ ସର୍ବୋଚ୍ଚ ନ୍ୟାୟାଳୟ। ଏନେଇ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। UPSC ୧୮ ତାରିଖ ପର୍ଯ୍ୟନ୍ତ ନିଷ୍ପତ୍ତି ନେଇପାରିବନି ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ୧୮ ତାରିଖରେ ପରବର୍ତ୍ତୀ ଶୁଣାଣି ନେଇ ଦିନ ଧାର୍ଯ୍ୟ କରାଯାଇଛି।

ଡିଜିପି ନିଯୁକ୍ତିରେ ଓଡ଼ିଶା ସରକାର ନିୟମ ଉଲ୍ଲଙ୍ଘନ କରିଥିବା ଅଭିଯୋଗ ହୋଇଛି। PILରେ ଅଭିଯୋଗ କରାଯାଇଛି ଯେ, ଓଡ଼ିଶା ସରକାର DGP ନିଯୁକ୍ତି ସଂପର୍କରେ ସର୍ବୋଚ୍ଚ କୋର୍ଟଙ୍କ ରାୟକୁ ଏଡ଼ାଇବାକୁ ଚେଷ୍ଟା କରୁଛନ୍ତି ଏବଂ ସେଥିପାଇଁ ସିଲେକସନ୍ ପ୍ୟାନେଲରେ ଅଯୋଗ୍ୟ ଅଧିକାରୀଙ୍କୁ ସାମିଲ୍ କରୁଛନ୍ତି। ....

ଡିଜିପି ନିଯୁକ୍ତି: ୧୮ପର୍ଯ୍ୟନ୍ତ ନିଷ୍ପତ୍ତି ମନା

ଓଡ଼ିଶା ଡିଜିପି ନିଯୁକ୍ତି;  ୧୮ପର୍ଯ୍ୟନ୍ତ ହୋଇପାରିବନି ନିଷ୍ପତ୍ତି

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।