Today Panchang 2nd Sept 2026: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...

Sep 02, 2026 - 08:57
Today Panchang 2nd Sept 2026: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...

ସୌର ସିଂହ ମାସ ଭାଦ୍ରବ କୃଷ୍ଣପକ୍ଷ । ଇଂରାଜୀରେ ତାରିଖ ୦୨ ବୁଧବାର । ଚନ୍ଦ୍ର – ମେଷ ଅହୋରାତ୍ର । ତିଥି – ୫ମୀ ପ୍ରାତଃ ୦୬.୧୨ ଗତେ ୬ଷ୍ଠୀ ରାତ୍ରି ୦୪.୨୬ ଗତେ ୭ମୀ । ଘାତଚନ୍ଦ୍ର – ମେଷ ରାଶିର ଅହୋରାତ୍ର । ଘାତବାର – କର୍କଟ ରାଶିର । ପୁଷ୍କରଦୋଷ – ରାତ୍ରି ୦୧.୪୨ ଗତେ ୧ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ ରାତ୍ରି ୦୪.୨୬ ଗତେ ୨ପାଦ-ପଶୁ ଓ ବଂଶହାନି-ଅନ୍ନ ଓ ତିଳକାଞ୍ଚନ ଦାନ ।
ଶୁଭ ସମୟ –
ପ୍ରାତଃ – ୦୫.୩୪ ରୁ ୦୭.୧୩
ଦିବା – ୧୦.୧୩ ରୁ ୧୧.୨୧
ଦିବା – ୦୧.୫୦ ରୁ ୦୫.୦୮
ସନ୍ଧ୍ୟା – ୦୬.୪୪ ରୁ ୧୦.୩୬
ରାତ୍ରି – ୦୧.୪୨ ରୁ ୦୨.୪୦
ରାତ୍ରି – ୦୪.୦୭ ରୁ ୦୫.୩୫
ଅଶୁଭ ସମୟ-
ରାହୁକାଳ - ଦିବା ୧୧.୪୬ ରୁ ୦୧.୧୯
କାଳବେଳା - ଦିବା ୦୮.୪୦ ରୁ ୧୦.୧୩
ବାରବେଳା - ଦିବା ୧୧.୪୬ ରୁ ୦୧.୧୯
କାଳରାତ୍ରି – ରାତ୍ରି ୦୨.୪୦ ରୁ ୦୪.୦୭

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।