Drowned: ବ୍ରାହ୍ମଣୀରେ ଗାଧୋଇବା ବେଳେ ୧୨ ବର୍ଷୀୟ ନାବାଳକ ନିଖୋଜ, ଖୋଜାଖୋଜି ଜାରି

Oct 10, 2026 - 12:54
Drowned: ବ୍ରାହ୍ମଣୀରେ ଗାଧୋଇବା ବେଳେ ୧୨ ବର୍ଷୀୟ ନାବାଳକ ନିଖୋଜ, ଖୋଜାଖୋଜି ଜାରି

"ଯାଜପୁର: ବ୍ରାହ୍ମଣୀରେ ଗାଧୋଇବା ବେଳେ ନାବାଳକ ନିଖୋଜ।

ନିଖୋଜ ନାବାଳକ ହେଲେ ଜେନାପୁର ଥାନା ବାରକଣା ଗ୍ରାମର ଅରୁଣ ସାହୁଙ୍କ ପୁଅ ଅନିଲ।

ତାଙ୍କର ବୟସ ୧୨ ବର୍ଷ।

ବାରକଣା ନିକଟରେ ଏହି ଅଭାବନୀୟ ଘଟଣା ଘଟିଛି।

ଗ୍ରାମବାସୀ ଓ ଅଗ୍ନିଶମ ବାହିନୀ ଖୋଜାଖୋଜି କରୁଛନ୍ତି।Advertisment Minor Dies: ବୌଦ୍ଧରେ ଟ୍ରେନ୍ ଧକ୍କାରେ ନାବାଳକଙ୍କ ମୃତ୍ୟୁ, ପୂର୍ବରୁ ରେଳ ଧାରଣାରେ ଷ୍ଟଣ୍ଟ କରିଥିବା ସୂଚନା"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।