Dubai Crown Prince Meets Indian Pilot Smit Machchhar in Hospital
#ପାଇଲଟ୍_ସ୍ମିତଙ୍କୁ_ଭେଟିଲେ_ଦୁବାଇ_କ୍ରାଉନ୍_ପ୍ରିନ୍ସ
'ଫ୍ଲାଏ ଦୁବାଇ' ବିମାନର ସାହସୀ ଭାରତୀୟ କ୍ୟାପଟେନ ସ୍ମିତ ମଚ୍ଛାରଙ୍କୁ ଭେଟିଛନ୍ତି ଦୁବାଇର କ୍ରାଉନ ପ୍ରିନ୍ସ। ଦୁବାଇର ଏକ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ସ୍ମିତଙ୍କୁ ଭେଟି ତାଙ୍କ ସ୍ବାସ୍ଥ୍ୟାବସ୍ଥ ପଚାରି ବୁଝିଛନ୍ତି କ୍ରାଉନ ପ୍ରିନ୍ସ ଶେଖ ହମଦନ ବିନ୍ ମହମ୍ମଦ ବିନ୍ ରଶିଦ। UAE ନେତୃତ୍ୱଙ୍କ ପକ୍ଷରୁ ସେ ପାଇଲଟ ସ୍ମିତଙ୍କୁ ପ୍ରଶଂସା କରିବା ସହ କୃତଜ୍ଞତା ଜଣାଇଛନ୍ତି। ସ୍ମିତ ନିଜ କାର୍ଯ୍ୟ ମାଧ୍ୟମରେ ସାହସ ଓ ଦାୟିତ୍ୱବୋଧର ସର୍ବୋଚ୍ଚ ଉଦାହରଣ ଦେଇଛନ୍ତି ବୋଲି ସେ କହିଛନ୍ତି। ସୋସିଆଲ ମିଡିଆ ‘ଏକ୍ସ’ରେ ସେ ଏନେଇ ପୋଷ୍ଟ କରି ଫଟୋ ମଧ୍ୟ ଶେୟାର କରିଛନ୍ତି। ... ସ୍ମିତ ଦୁବାଇରୁ ତେଲ୍ ଆଭିଭ୍ ଯାଉଥିବା ବିମାନର କ୍ୟାପଟେନ୍ ଥିଲେ। ଉଡ଼ାଣ ସମୟରେ ତାଙ୍କ କୋ-ପାଇଲଟ୍ ତାଙ୍କୁ ହମଲା କରିଥିଲେ। ଏହାପରେ ସେ ସାହସର ସହ ମୁକାବିଲା କରିବ ସହ ୧୭୦ ଜଣରୁ ଉର୍ଦ୍ଧ୍ବ ଲୋକଙ୍କ ଜୀବନ ବଞ୍ଚାଇଥିଲେ। ଏହାପରେ ଦୁବାଇର ଏକ ହସ୍ପିଟାଲରେ ତାଙ୍କ ଚିକିତ୍ସା ଚାଲିଛି।
#SmitMachchhar#Flydubai#DubaiCrownPrince#SheikhHamdan#IndianPilot#FlydubaiFlight#PilotBravery#DubaiNews#UAE#AviationNews#TelAvivFlight#IndiaNews#OdishaTV#OTV
Dubai Crown Prince Sheikh Hamdan bin Mohammed bin Rashid Al Maktoum met Indian flydubai Captain Smit Machchhar at a UAE hospital and enquired about his health. Sheikh Hamdan praised Machchhar for his courage, responsibility and efforts to protect the lives of passengers and crew during the cockpit attack on Flydubai flight FZ1073 from Dubai to Tel Aviv. The captain was injured after being attacked by his co-pilot but managed to open the cockpit door, allowing passengers and other crew members to intervene. The flight, carrying 174 people, was eventually diverted and landed safely in Tabuk, Saudi Arabia.
For latest news updates follow us on WhatsApp: https://whatsapp.com/channel/0029VaYNIW78qIzrtKKZiD3M
OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website https://odishatv.in/
News In Odia: http://otvkhabar.in/
Android App: https://bit.ly/OTVAndroidApp
iOS App: https://bit.ly/OTViOSApp
Watch Live: https://odishatv.in/live-tv
YouTube: https://goo.gl/Ehz6OP
Watch our latest news in English: https://bit.ly/3wTgKxc
Facebook: https://www.facebook.com/otvkhabar
OTV English Facebook : https://www.facebook.com/otvnews
Telegram @otvtelegram @otvkhabar
Twitter: https://twitter.com/otvnews
Instagram: https://www.instagram.com/otvnews/
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।