Eight Vehicles Destroyed in Fire: କେମିତି ଲାଗିଲା ନିଆଁ ? ଜଳିଗଲା ୮ଟି ଗାଡ଼ି

Aug 17, 2026 - 14:06
Eight Vehicles Destroyed in Fire: କେମିତି ଲାଗିଲା ନିଆଁ ? ଜଳିଗଲା ୮ଟି ଗାଡ଼ି

ଗ୍ୟାରେଜରେ ଭୟାବହ ଅଗ୍ନିକାଣ୍ଡ। ଗୋଟିଏ କାର ସହ ୭ଟି ଗାଡି ଜଳି ପୋଡି ପାଉଁଶ। ଭୁବନେଶ୍ୱର ବରମୁଣ୍ଡା କଲୋନୀ ନାକାଗେଟ୍  ଆନନ୍ଦ ବିହାରରେ ଥିବା ଏକ ଗ୍ୟାରେଜରେ ନିଆଁ ଲାଗିଥିଲା। ଗୋଟିଏ CNG କାର, ୫ଟି EV ଓ ୨ ପେଟ୍ରୋଲ୍ ଗାଡ଼ି ସମ୍ପୂର୍ଣ୍ଣ ଜଳିଯାଇଛି। ଖବର ପାଇ ତମାଣ୍ଡୋ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି। 

ନିଆଁ ଏତେ ଭୟଙ୍କର ଥିଲା ଯେ ଫୋମ୍ କମ୍ପାଉଣ୍ଡ ବ୍ୟବହାର କରି ନିଆଁ ଲିଭାଯାଇଥିଲା। EV ଗାଡିରେ ସର୍ଟ ସର୍କିଟ ହୋଇ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି। 

ଗ୍ୟାରେଜରେ ଭୟାବହ ଅଗ୍ନିକାଣ୍ଡ
ଗୋଟିଏ CNG କାର, ୫ଟି EV ଓ ୨ ପେଟ୍ରୋଲ୍ ଗାଡ଼ି ଜଳି ପୋଡି ପାଉଁଶ
ବରମୁଣ୍ଡା କଲୋନୀ ଆନନ୍ଦ ବିହାରରେ ଅଗ୍ନିକାଣ୍ଡ
ନିଆଁକୁ ଆୟତ୍ତ କଲା ତମାଣ୍ଡୋ ଅଗ୍ନିଶମ ବାହିନୀ
ଫୋମ୍ କମ୍ପାଉଣ୍ଡ ବ୍ୟବହାର କରି ନିଆଁ ଲିଭାଗଲା
EV ଗାଡିରେ ସର୍ଟ ସର୍କିଟରୁ ନିଆଁ ଲାଗିଥିବା ସୂଚନା
୮ଟି ଗାଡି ଜଳି ପୋଡି ପାଉଁଶ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।