Ekalabya Puraskar 2026: ୨୦୨୬ ପାଇଁ ୩୪ତମ ଏକଲବ୍ୟ ପୁରସ୍କାର ଘୋଷଣା; ସୁନେଲିତା ଟପ୍ପୋ ପାଇବେ ସମ୍ମାନଜନକ ଏକଲବ୍ୟ ପୁରସ୍କାର

Nov 01, 2026 - 15:38
Ekalabya Puraskar 2026: ୨୦୨୬ ପାଇଁ ୩୪ତମ ଏକଲବ୍ୟ ପୁରସ୍କାର ଘୋଷଣା; ସୁନେଲିତା ଟପ୍ପୋ ପାଇବେ ସମ୍ମାନଜନକ ଏକଲବ୍ୟ ପୁରସ୍କାର

୨୦୨୬ ପାଇଁ ଘୋଷଣା ହୋଇଛି ସମ୍ମାନଜନକ ୩୪ତମ ଏକଲବ୍ୟ ପୁରସ୍କାର ଘୋଷଣା।

ହକି ଖେଳାଳି ସୁନେଲିତା ଟପ୍ପୋ ପାଇବେ ଏକଲବ୍ୟ ପୁରସ୍କାର।

ପୁରସ୍କାର ବାବଦରେ ନଗଦ ୭ ଲକ୍ଷ ଟଙ୍କା ସହ ଟ୍ରଫି ପ୍ରଦାନ କରାଯିବ।

୨୦୨୬ ଏସିଆନ୍ ଗେମ୍ସରେ ଭାରତୀୟ ମହିଳା ହକି ଦଳର ସ୍ୱର୍ଣ୍ଣ ପଦକ ବିଜୟରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।

Advertisment ଏହାସହିତ ୨୦୨୬ ମହିଳା ହକି ବିଶ୍ୱକପ୍ ରେ ମଧ୍ୟ ଭାରତ ପାଇଁ ଗୋଲ୍ ସ୍କୋର କରିଥିଲେ।

୨୦୨୪ ମହିଳା ଏସିଆନ୍ ଚାମ୍ପିଅନ୍ସ ଟ୍ରଫି ସ୍ବର୍ଣ୍ଣ ପଦକ ବିଜେତା ଭାରତୀୟ ଟିମର ମଧ୍ୟ ସେ ସଦସ୍ୟା ଥିଲେ।

ସେହିପରି ହକି ଖେଳାଳି ଅମନଦୀପ ଲାକ୍ରା ଏବଂ ବ୍ୟାଡମିଣ୍ଟନ ଖେଳାଳି ତନଭୀ ପାତ୍ରୀ ହୋଇଛନ୍ତି ଉପବିଜେତା।

ଉଭୟଙ୍କୁ ମାନପତ୍ର ସହ ଦେଢ଼ ଲକ୍ଷ ଲେଖାଏଁ ଟଙ୍କା ଦିଆଯିବ।

୧୯୯୩ରୁ 'ଇମ୍ପାକ୍ଟ' ପକ୍ଷରୁ ଏକଲବ୍ୟ ପୁରସ୍କାର ପ୍ରଦାନ କରାଯାଉଛି।

ସୁନେଲିତା ଟପ୍ପୋ ପାଇବେ ସମ୍ମାନଜନକ ଏକଲବ୍ୟ ପୁରସ୍କାର ୨୦୨୬ ପାଇଁ ୩୪ତମ ଏକଲବ୍ୟ ପୁରସ୍କାର ଘୋଷଣା ହକି ଖେଳାଳି ସୁନେଲିତା ଟପ୍ପୋ ପାଇବେ ଏକଲବ୍ୟ ପୁରସ୍କାର ପୁରସ୍କାର ବାବଦରେ ନଗଦ ୭ ଲକ୍ଷ ଟଙ୍କା ସହ ଟ୍ରଫି ହକି ଖେଳାଳି ଅମନଦୀପ ଲାକ୍ରା ଉପବିଜେତା ବ୍ୟାଡମିଣ୍ଟନ ଖେଳାଳି ତନଭୀ ପାତ୍ରୀ ଉପବିଜେତା Advertisment

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।