Elephant Confined for Four Months After Allegedly Killing 10 People
#ହାତୀକୁ_ଶାସ୍ତି #୪_ମାସ_ହେଲା_ବନ୍ଦୀ
୪ମାସ ହେବ ବନ୍ଦୀ ଜୀବନ ବିତାଉଛି ହାତୀ। ୧୦ଜଣଙ୍କ ଜୀବନ ନେଲା ବୋଲି ମିଳିଛି ଶାସ୍ତି। ମଣିଷ ମରା ଦନ୍ତାଙ୍କୁ କାଠ ଖୁଆଡରେ ବନ୍ଦୀ କରି ରଖିଛି ବନ ବିଭାଗ । ଆପଣ ଦେଖୁଥିବା ଏହି କାଠ ଖୁଆଡରେ ରହିଛି ମଣିଷ ମରା ଦନ୍ତା। ୧୦ଜଣଙ୍କ ଜୀବନ ନେଇଥିବାରୁ ହାତୀକୁ ବନ୍ଦୀ ଜୀବନ ପାଇଁ ମିଳିଛି ଦଣ୍ଡ। ମୋଟା ମୋଟା କାଠର ଖୁଆଡରେ ଏକାକୀ ଠିଆ ହୋଇ ରହୁଛି, ଯେତେବେଳେ ଖାଇବାକୁ ଦିଆଯାଉଛି ଖାଉଛି ପରେ ଏହିଠାରେ ହିଁ ଶୋଉଛି। ମୁକ୍ତ ଆକାଶ ତଳେ ବୁଲିବା ପରିବର୍ତ୍ତେ ୪ମାସ ହେବ ଦନ୍ତାଟି ଏଭଳି ଅସହାୟ ଅବସ୍ଥାରେ ଏକ ପ୍ରକାର ବନ୍ଦୀ ଜୀବନ ବିତାଉଛି। ଏ ହେଉଛି ଶିମିଳିପାଳ ପାଦଦେଶର କାନଛିଣ୍ଡା ସ୍ଥିତ ବନ୍ୟଜନ୍ତୁ ରେସକ୍ୟୁ ସେଣ୍ଟର ଦୃଶ୍ୟ।
An elephant has been kept in captivity for the past four months at a wildlife rescue centre in Kanachhinda, at the foothills of Similipal. The Forest Department has confined the tusker in a wooden enclosure after it was reportedly involved in the deaths of 10 people. The elephant now spends its days alone inside the enclosure, eating when food is provided and sleeping there afterwards. Instead of roaming freely in the forest, the tusker has been living in captivity for four months.
#Similipal#Elephant#ElephantRescue#WildlifeNews#OdishaWildlife#HumanElephantConflict#ForestDepartment#ElephantInCaptivity#Mayurbhanj#WildlifeRescue#OdishaTV#OTV
For latest news updates follow us on WhatsApp: https://whatsapp.com/channel/0029VaYNIW78qIzrtKKZiD3M
OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website https://odishatv.in/
News In Odia: http://otvkhabar.in/
Android App: https://bit.ly/OTVAndroidApp
iOS App: https://bit.ly/OTViOSApp
Watch Live: https://odishatv.in/live-tv
YouTube: https://goo.gl/Ehz6OP
Watch our latest news in English: https://bit.ly/3wTgKxc
Facebook: https://www.facebook.com/otvkhabar
OTV English Facebook : https://www.facebook.com/otvnews
Telegram @otvtelegram @otvkhabar
Twitter: https://twitter.com/otvnews
Instagram: https://www.instagram.com/otvnews/
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।