Eligible Senior Citizens Still Await Pensions Despite Crossing 70 Years of Age
#ବଢୁଛି_ଅପେକ୍ଷା #୭୦_ବୟସ_ପରେ_ମିଳୁନି_ଭତ୍ତା
ବର୍ଷ ବର୍ଷ ଧରି ଅପେକ୍ଷା... ଯୋଗ୍ୟତା ଥାଇ ବି ମିଳୁନି ସରକାରୀ ସହାୟତା। ବୟସର ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବୃଦ୍ଧ, ଦିବ୍ୟାଙ୍ଗ ଓ ଅସହାୟ ଲୋକଙ୍କ ପାଇଁ ଭତ୍ତା ହୋଇଛି ଏକ ଅପେକ୍ଷାର କାହାଣୀ। ଆବେଦନ, ଯାଞ୍ଚ ସବୁ ସରିଛି, ହେଲେ ପ୍ରଶାସନିକ ନିୟମ ଓ ଟାର୍ଗେଟ୍ ଅଭାବ ଆଗରେ ଅଟକିଛି ସହାୟତା। କେଉଁଠି ୭୦ ବର୍ଷ ଡେଇଁଲେ ବି ଭତ୍ତା ପାଇଁ ଅପେକ୍ଷା, ତ କେଉଁଠି ୮୦ ବର୍ଷ ବୟସରେ ବି ମିଳୁଛି ପୁରୁଣା ହାରରେ ଟଙ୍କା। ଦିବ୍ୟାଙ୍ଗ ସହାୟତା ପାଇଁ ମଧ୍ୟ ଅନେକ ପରିବାର ଅପେକ୍ଷାରେ। ନିୟମ ଅନୁସାରେ ମୃତ ହିତାଧିକାରୀଙ୍କ ସ୍ଥାନ ଖାଲି ହେଲେ ହିଁ ନୂଆ ନାଁ ସାମିଲ ହେଉଛି। ଫଳରେ ଯୋଗ୍ୟ ଲୋକଙ୍କୁ ସହାୟତା ପାଇଁ ଅପେକ୍ଷା କରିବାକୁ ପଡୁଛି। ତେବେ ପ୍ରଶ୍ନ ଉଠୁଛି, ସହାୟତା ପାଇଁ ଯୋଗ୍ୟ ଲୋକଙ୍କ ଅପେକ୍ଷାର ଅନ୍ତ କେବେ ? ନିୟମ ବଦଳିବ ନା ପ୍ରଶାସନିକ ପ୍ରକ୍ରିୟାରେ ଆସିବ ପରିବର୍ତ୍ତନ ?
For many elderly, Divyang (persons with disabilities), and vulnerable citizens, government pension assistance remains out of reach despite fulfilling all eligibility criteria and completing the application and verification process. Many senior citizens have crossed the age of 70 but are still waiting for pension benefits, while some above 80 continue to receive assistance at the old rate. Administrative norms and beneficiary targets have delayed approvals, with new beneficiaries being added only after vacancies arise due to the death of existing beneficiaries. The prolonged wait has raised questions over whether the existing rules should be revised or if administrative reforms are needed to ensure timely assistance for all eligible beneficiaries.
#OdishaNews_SocialSecurity#WelfareNews_Odisha#PensionScheme_Odisha#SocialJustice_Odisha#OldAgePension#DivyangWelfare#GovernmentAssistance#PublicWelfare#OdishaPensionDelay#SeniorCitizensOdisha#SocialSecurityBenefits#OdishaTV#OTV
For latest news updates follow us on WhatsApp: https://whatsapp.com/channel/0029VaYNIW78qIzrtKKZiD3M
OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website https://odishatv.in/
News In Odia: http://otvkhabar.in/
Android App: https://bit.ly/OTVAndroidApp
iOS App: https://bit.ly/OTViOSApp
Watch Live: https://odishatv.in/live-tv
YouTube: https://goo.gl/Ehz6OP
Watch our latest news in English: https://bit.ly/3wTgKxc
Facebook: https://www.facebook.com/otvkhabar
OTV English Facebook : https://www.facebook.com/otvnews
Telegram @otvtelegram @otvkhabar
Twitter: https://twitter.com/otvnews
Instagram: https://www.instagram.com/otvnews/
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।