Emergency Repair Underway: ଦିଗପହଣ୍ଡି ପଳାସପୁରରେ ଧୋଇଗଲା ପୁରୁଣା ବ୍ରିଜ୍, ଗାଡି ଚଳାଚଳ ବାଧାପ୍ରାପ୍ତ
ଯୁଦ୍ଧକାଳୀନ ଭିତ୍ତିରେ ରାସ୍ତା ମରାମତି।
ଦିଗପହଣ୍ଡି- ଆସିକା ମୁଖ୍ୟ ରାସ୍ତା ପଳାସପୁରରେ ବ୍ରିଟିଶ ଅମଳର ବ୍ରିଜ ବର୍ଷାରେ ଧୋଇ ହୋଇ ଯାଇଥିଲା।
ଯାହା ଫଳରେ ଜାତୀୟ ରାଜପଥ ୩୨୬ରେ ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଥିଲା।
ଆଉ କିଛି ସମୟ ପରେ ଗାଡି ଚଳାଚଳ ସ୍ୱାଭାବିକ ହେବ।
Advertisment ଅନ୍ୟପଟେ ନେଟୱାର୍କ ଫାଇବର ତାର ଛିଡି ଯିବାରୁ ତାକୁ ମଧ୍ୟ ମରାମତି କରାଯାଉଛି ।
ଅଞ୍ଚଳରେ ନେଟୱାର୍କ ସେବା ବାଧାପ୍ରାପ୍ତ ହୋଇଛି ।
ଯୁଦ୍ଧକାଳୀନ ଭିତ୍ତିରେ ରାସ୍ତା ମରାମତି ଦିଗପହଣ୍ଡି ପଳାସପୁରରେ ଧୋଇଗଲା ପୁରୁଣା ବ୍ରିଜ୍ ଜାତୀୟ ରାଜପଥ ୩୨୬ରେ ଗାଡି ଚଳାଚଳ ବାଧାପ୍ରାପ୍ତ ଛିଡିଲା ତାର, ନେଟୱାର୍କ ସେବା ବାଧାପ୍ରାପ୍ତ Advertisment
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।