Entire Village Joins BJP: ବିଜେଡି ଛାଡ଼ି ବିଜେପିରେ ମିଶିଲା ପୂରା ଗାଁ

Aug 16, 2026 - 22:33
Entire Village Joins BJP: ବିଜେଡି ଛାଡ଼ି ବିଜେପିରେ ମିଶିଲା ପୂରା ଗାଁ

Entire Village Joins BJP: ବିଜେଡି ଛାଡ଼ି ବିଜେପିରେ ମିଶିଲା ପୂରା ଗାଁ

ବିଜେଡି ଛାଡି ବିଜେପି ଦଳରେ ସାମିଲ ହେଲେ ପୂରା ଗାଆଁ ସାରା ଲୋକ । ଗଞ୍ଜାମ ଚିକିଟି ନିର୍ବାଚନ ମଣ୍ଡଳୀ ଦୁର୍ଗମ ଅଞ୍ଚଳ ଉପରବୁରାତାଲ ଗାଁ କୁ ଚାଲି ଚାଲି ଯାଇ ମିଶ୍ରଣ ପର୍ବ କରିଲେ ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନସାମନ୍ତରାୟ ।

author-image
Manoj Kumar Rout
16 Aug 2026 22:29 IST