Fire Breaks Out at Suji Factory: ଜଳିଗଲା ସୁଜି ଫ୍ୟାକ୍ଟ୍ରି, ବିଳମ୍ବିତ ରାତିରେ ବଡ଼ ଧରଣର ଅଗ୍ନିକାଣ୍ଡ

Oct 27, 2026 - 09:38
Fire Breaks Out at Suji Factory: ଜଳିଗଲା ସୁଜି ଫ୍ୟାକ୍ଟ୍ରି, ବିଳମ୍ବିତ ରାତିରେ ବଡ଼ ଧରଣର ଅଗ୍ନିକାଣ୍ଡ

ଜଟଣୀ କୁଦିଆରୀରେ ଜଳିଗଲା ସୁଜି ଫ୍ୟାକ୍ଟ୍ରି।

ଗତକାଲି ବିଳମ୍ୱତ ରାତିରେ ସର୍ଟ ସର୍କିଟିରୁ ନିଆଁ ଲାଗିଥିବା ସୂଚନା ମିଳିଛି।

ସୁଜି କାରଖାନାରେ ନିଆଁ ଲାଗିବା ଦ୍ୱାରା ଲକ୍ଷାଧିକ ଟଙ୍କାର ଯନ୍ତ୍ର୍ରାଂଶ ପୋଡ଼ି ନଷ୍ଟ ହୋଇଥିବା ସୂଚନା ମିଳିଛି।

Advertisment ଖବର ପାଇ ଘଟଣା ସ୍ଥଳରେ ଜଟଣୀ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ କରିଥିଲେ।

ପ୍ରାଥମିକ ତଦନ୍ତରୁ ସର୍ଟ ସର୍କିଟ ରୁ ନିଆଁ ଲାଗିଥିବା ଅନୁମାନ କରାଯାଉଥିବା ବେଳେ ପ୍ରକୃତ କାରଣ ସ୍ପଷ୍ଟ ହୋଇନାହିଁ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।