Five Rescued Orangutans Kept in Quarantine at Nandankanan, Health Stable
#କ୍ବାରେଣ୍ଟାଇନରେ_ଅଛନ୍ତି_ଓରାଙ୍ଗଉଟାନ
ବାଲେଶ୍ୱର ଭୋଗରାଇ ଅଂଚଳରୁ ଓରାଙ୍ଗଉଟାନ ଉଦ୍ଧାର ଘଟଣା। ଓଡ଼ିଶାର ବାଲେଶ୍ବର ଅଂଚଳକୁ କେଉଁଠୁ ଆସିଲେ ଏ ଜୀବ, ତଦନ୍ତ କରିବାକୁ ବାଲେଶ୍ବର ଗଲା ଏସଟିଏଫ୍। ୫ ଓରାଙ୍ଗଉଟାନ ମିଳିବା ଘଟଣାର ତଦନ୍ତ ଆରମ୍ଭ ହୋଇଛି। ଏବେ ସେମାନଙ୍କୁ ନନ୍ଦନକାନନର ଜୀବଜନ୍ତୁ ଚିକିତ୍ସାଳୟର କ୍ବାରାଣ୍ଟାଇନ କୋଠରୀରେ ରଖାଯାଇଛି । ଗତକାଲି ଆସିବା ପରେ ପ୍ରଥମେ ସେମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ସମସ୍ତଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡ଼ିଛି।
#Orangutans#Nandankanan#OdishaNews#WildlifeRescue#OrangutanRescue#NandankananZoo#RareAnimals#otv
For latest news updates follow us on WhatsApp: https://whatsapp.com/channel/0029VaYNIW78qIzrtKKZiD3M
OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website https://odishatv.in/
News In Odia: http://otvkhabar.in/
Android App: https://bit.ly/OTVAndroidApp
iOS App: https://bit.ly/OTViOSApp
Watch Live: https://odishatv.in/live-tv
YouTube: https://goo.gl/Ehz6OP
Watch our latest news in English: https://bit.ly/3wTgKxc
Facebook: https://www.facebook.com/otvkhabar
OTV English Facebook : https://www.facebook.com/otvnews
Telegram @otvtelegram @otvkhabar
Twitter: https://twitter.com/otvnews
Instagram: https://www.instagram.com/otvnews/
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।