Flood Victims Stage Road Blockade: ବନ୍ୟା ବିପନ୍ନଙ୍କ ରାସ୍ତାରୋକ, ଠିକ୍ ସମୟରେ ରିଲିଫ୍ ନମିଳିବାରୁ ତାତିଲେ ଲୋକେ

Nov 01, 2026 - 12:12
Flood Victims Stage Road Blockade: ବନ୍ୟା ବିପନ୍ନଙ୍କ ରାସ୍ତାରୋକ, ଠିକ୍ ସମୟରେ ରିଲିଫ୍ ନମିଳିବାରୁ ତାତିଲେ ଲୋକେ

ରିଲିଫ ପାଇଁ ରାସ୍ତାରୋକ।

ଠିକ ସମୟରେ ରିଲିଫ ନମିଳିବାରୁ ସୋରଡ଼ା ବ୍ଳକ ନୂଆଗଡରେ ରାସ୍ତା ରୋକ କରିଛନ୍ତି ସ୍ଥାନୀୟ ଲୋକ।

ବନ୍ୟା ପ୍ରଭାବିତଙ୍କୁ ଅବହେଳା ତଥା ଠିକ ସମୟରେ ରିଲିଫ ନ ମିଳିବା ଅଭିଯୋଗ ଆଣି ରାସ୍ତା ଅବରୋଧ କରିଛନ୍ତି।

ଘଟଣାସ୍ଥଳରେ ଉତ୍ତେଜନା ଦେଖିବାକୁ ମିଳିଛି।

ଘଟଣାସ୍ଥଳରେ ସୋରଡ଼ା ତହସିଲଦାର ଓ ସୋରଡ଼ା ଥାନା ଅଧିକାରୀ ପହଞ୍ଚି ବନ୍ୟାବିପନ୍ନଙ୍କୁ ବୁଝାସୁଝା କରୁଛନ୍ତି।

Advertisment

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।